Rajasthan Royals won the toss and elected to bowl first. Photograph: (sambad.in)
ଅହମ୍ମଦାବାଦ: ବୁଧବାର ୨୦୨୫ରେ ୨୩ତମ ମ୍ୟାଚ୍ରେ ଶୁଭମନ ଗିଲଙ୍କ ଗୁଜୁରାଟ ଟାଇଟାନ୍ସ(ଜିଟି) ଏବଂ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ(ଆରଆର) ଦଳ ମଧ୍ୟରେ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଉଛି। ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟାନ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
ଅଧିକ ପଢ଼ନ୍ତୁ: ପାଣ୍ଡିଆନ୍ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ
ପ୍ରଭାବଶାଳୀ ଖେଳାଳି: ଶେରଫେନ୍ ରୁଦରଫୋର୍ଡ
ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନ୍: ଜଶ୍ବସୀ ଜୟସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ ତଥା ୱିକେଟ୍ ରକ୍ଷକ), ନୀତୀଶ ରାଣା, ରିୟାନ୍ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମିୟର, ୱାନିନ୍ଦୁ ହାସରାଙ୍ଗା, ଜୋଫ୍ରା ଆର୍ଚର, ମହେଶ ଥେକ୍ସାନା, ଯୁଧିଷ୍ଠର ସିଂ ଚରକ, ସନ୍ଦୀପ ଶର୍ମା।
ପ୍ରଭାବଶାଳୀ ଖେଳାଳି: ତୁଷାର ଦେଶପାଣ୍ଡେ / କୁମାର କାର୍ତ୍ତିକେୟ
ଅଧିକ ପଢ଼ନ୍ତୁ: ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍
Indian Premier League 2025 | GT vs RR | 23rd Match
Follow Us