Rushav Pant-Shubman Gill face off in Lucknow: LSG win the toss, bowl first Photograph: (sambad.in)
ଲକ୍ଷ୍ନୌ: ଶନିବାର ଆଇପିଏଲ ୨୦୨୫ର ୨୬ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହେଉଛି। ଏହି ମ୍ୟାଚ୍ ଲକ୍ଷ୍ନୌର ଘରୋଇ ପଡ଼ିଆ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଛି। ମ୍ୟାଚ୍ରେ ଟସ୍ ଜିତି ଏଲ୍ଏସ୍ଜି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଜିଟି ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଛି।
ଅଧିକ ପଢ଼ନ୍ତୁ: ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଉଦଘାଟନ କଲେ ଜେ.ପି ନଡ୍ଡା, ନେତାଙ୍କୁ ଦେଉଛନ୍ତି ଗୁରୁମନ୍ତ୍ର
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ର ପ୍ଲେଇଂ ଇଲେଭେନ୍:
ମିଚେଲ ମାର୍ଶ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ୍, ଋଷଭ ପନ୍ତ (ଅଧିନାୟକ ତଥା ୱିକେଟ୍ କିପର), ଆୟୁଷ ବାଡୋନି, ଡେଭିଡ ମିଲର, ଅବଦୁଲ ସମାଦ, ଶାର୍ଦ୍ଦୁଲ ଠାକୁର, ଆକାଶ ଦୀପ, ଆଭେଶ ଖାନ, ଡିଜି ରାଠୀ, ରବି ବିଷ୍ଣୁ
ଗୁଜୁରାଟ ଟାଇଟାନ୍ସର ପ୍ଲେଇଂ ଇଲେଭେନ୍:
ସାଇ ସୁଦର୍ଶନ, ଶୁବମାନ ଗିଲ (ଅଧିନାୟକ), ଜୋସ୍ ବଟଲର (ୱିକେଟ୍ କିପର), ଶେରଫେନ୍ ରଦରଫୋର୍ଡ, ଶାହାରୁଖ ଖାନ, ରାହୁଲ ଟିୱାଟିଆ, ଅର୍ଶଦ ଖାନ, ରସିଦ ଖାନ, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ, କୁଲୱନ୍ତ ଖେଜରୋଲିା
ଅଧିକ ପଢ଼ନ୍ତୁ: ଚାଉଳ ହେରଫେର ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ
Indian Premier League 2025 | LSG vs GT | 26th Match
Follow Us