Supernatural vision: Sriramalala's anointment in the rays of the sun Photograph: (sambad.in)
ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ନବମୀରେ ରବିବାର ଶ୍ରୀରାମ ମନ୍ଦିରରେ ଶ୍ରୀରାମଲାଲାଙ୍କୁ ସୂର୍ଯ୍ୟଙ୍କ କିରଣରେ ଅଭିଷେକ କରାଯାଇଛି।
ରବିବାର, ୬ ଏପ୍ରିଲ ଦିନ, ଠିକ୍ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟାଭିଷେକ ହୋଇଥିଲା ଏବଂ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଶ୍ରୀରାମଲାଲାଙ୍କ କପାଳରେ ପଡ଼ିଥିଲା। ୪ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟାଭିଷେକର ଏକ ଅଦ୍ଭୁତ ଦୃଶ୍ୟ ଜାରି ରହିଥିଲା। ଭକ୍ତମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ବ୍ରହ୍ମପୁତ୍ର ନଦୀର ପ୍ରବାହକୁ ବନ୍ଦ କରିବା ଷଡ଼ଯନ୍ତ୍ର: ଚୀନ୍ର ନଦୀବନ୍ଧ ଭାରତରେ ସଙ୍କଟ ସୃଷ୍ଟି କରିବ!
am-mandir | ram-navami | shri ram lalla ram-mandir
Follow Us