Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର

Advertisment

ବିମାନ ସେବାରେ ଦେଖାଦେଇଥିବା ଅଚଳାବସ୍ଥା ପରେ ଚେତିଛନ୍ତି ସରକାର ।  ସରକାର ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ  ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି।

ବିମାନ ସେବାରେ ଦେଖାଦେଇଥିବା ଅଚଳାବସ୍ଥା ପରେ ଚେତିଛନ୍ତି ସରକାର ।  ସରକାର ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ  ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି।

indigo1

indigo disruption

Indigo Flight Disruption : ବିମାନ ସେବାରେ ଦେଖାଦେଇଥିବା ଅଚଳାବସ୍ଥା ପରେ ଚେତିଛନ୍ତି ସରକାର ।  ସରକାର ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ  ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି। ସରକାର କହିଛନ୍ତି ଯେ ତାଙ୍କ ଯୋଗୁଁ ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ଦର୍ଶାଇବାକୁ କୁହାଯାଇଛି। ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ ସିଇଓ ଯାତ୍ରୀମାନଙ୍କୁ ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ଆହୁରି ପଢନ୍ତୁ : Indian Railways: ହାଓଡ଼ା-ସିଆଲଦା ସମେତ ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ ପୂର୍ବ ରେଳପଥ

ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ବିମାନବନ୍ଦରରେ ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ଏହା ଦ୍ବାରା ଦେଶର ବିମାନ ବନ୍ଦରରେ ବ୍ୟାପକ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଏହି ବିଶୃଙ୍ଖଳା ସମଗ୍ର ବିମାନ ସେବା ଶିଳ୍ପ ଏପରିକି ସରକାରଙ୍କୁ ବି ଦୋହଲାଇ ଦେଇଛି । ଆସନ୍ତା ୩ ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହୁଥିଲେ ବି ଏପରି ହେବା ପରି ଲାଗୁନାହିଁ ।

ଆହୁରି ପଢନ୍ତୁ : Delhi Crime : କୁଖ୍ୟାତ ଅପରାଧୀକୁ ହତ୍ୟା କଲେ ୫ ନାବାଳକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe