US withdraws from 'WHO': ‘ହୁ’ରୁ ଓହରିଗଲା ଆମେରିକା: ସଦସ୍ୟତା ସମାପ୍ତି ଘୋଷଣା

Advertisment

ଆମେରିକା ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ଏହା ‘ହୁ’ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ରୁ ଓହରିଯାଇଛି। ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ଶେଷ ହୋଇଛି।

ଆମେରିକା ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ଏହା ‘ହୁ’ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ରୁ ଓହରିଯାଇଛି। ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ଶେଷ ହୋଇଛି।

FHFHSHFSFHS

ୱାସିଂଟନ୍‌: ଆମେରିକା ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ଏହା ‘ହୁ’ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ରୁ ଓହରିଯାଇଛି। ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ଶେଷ ହୋଇଛି। ଆମେରିକାର ଏଭଳି ପଦକ୍ଷେପ ମଧ୍ୟ ଟ୍ରମ୍ପ ପ୍ରଶାସନର ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରୁଛି। ଟ୍ରମ୍ପଙ୍କର ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ଦିନରେ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଓହରିଯିବ ବୋଲି କୁହାଯାଇଥିଲା। ଆମେରିକା ସ୍ବାସ୍ଥ୍ୟ ଓ ବିଦେଶ ବିଭାଗ ପକ୍ଷରୁ ଆଜି ଏନେଇ ଏକ ପ୍ରେସ୍‌ ବିବୃତି ଜାରି କରି କୁହାଯାଇଛି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକା ଓହରିଯାଇଛି ଏବଂ ଆମେ ଆମର ସଦସ୍ୟତା ଶେଷ କରିଛୁ।

Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ

ତେବେ କେତେକ ସୀମିତ ଦିଗରେ ‘ହୁ’ ସହ କାମ କରିବା ଜାରି ରହିବ। ଜଣେ ବରିଷ୍ଠ ସରକାରୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଆମର ପର୍ଯ୍ୟବେକ୍ଷକ ଭାବେ ଅଂଶଗ୍ରହଣ କରିବାର କୌଣସି ଯୋଜନା ନାହିଁ କି ପୁନର୍ବାର ଯୋଗ ଦେବାର ମଧ୍ୟ କୌଣସି ଯୋଜନା ନାହିଁ। ରୋଗ ନିରୀକ୍ଷଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଗୁୁରୁତ୍ବ ଥିବା କ୍ଷେତ୍ର ଉପରେ ଆମେରିକା କୌଣସି ଅନ୍ତର୍ଜାତୀୟ ଅନୁଷ୍ଠାନ ବ୍ୟତୀତ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସିଧାସଳଖ କାମ କରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe