Advertisment

Ranbir Kapoor: ରଣବୀର କପୁର ‘ସଲୋନି’, ‘ଷ୍ଟେଫିଟ୍‌’ର ବ୍ରାଣ୍ଡ୍‌ ଆମ୍ବାସଡର୍‌

Advertisment

ମହେଶ ଏଡିବଲ୍ ଅଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଏହାର ଦୁଇ ବ୍ରାଣ୍ଡ୍‌ ସଲୋନି ଓ ‌ଷ୍ଟେଫିଟ୍‌ ପାଇଁ ବଲିଉଡ୍‌ ତାରକା ରଣବୀର ସିଂହଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ସଲୋନି ବ୍ରାଣ୍ଡ୍‌ରେ କମ୍ପାନି ସୋରିଷ ତେଲ ଓ ସୋୟା ବଡ଼ି ବିକ୍ରି କରୁଥିବା ବେଳେ ଷ୍ଟେଫିଟ୍‌ ବ୍ରାଣ୍ଡ୍‌ରେ ରିଫାଇନ୍‌ଡ ତେଲ ବିକ୍ରି କରୁଛି।

ମହେଶ ଏଡିବଲ୍ ଅଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଏହାର ଦୁଇ ବ୍ରାଣ୍ଡ୍‌ ସଲୋନି ଓ ‌ଷ୍ଟେଫିଟ୍‌ ପାଇଁ ବଲିଉଡ୍‌ ତାରକା ରଣବୀର ସିଂହଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ସଲୋନି ବ୍ରାଣ୍ଡ୍‌ରେ କମ୍ପାନି ସୋରିଷ ତେଲ ଓ ସୋୟା ବଡ଼ି ବିକ୍ରି କରୁଥିବା ବେଳେ ଷ୍ଟେଫିଟ୍‌ ବ୍ରାଣ୍ଡ୍‌ରେ ରିଫାଇନ୍‌ଡ ତେଲ ବିକ୍ରି କରୁଛି।

actor-ranveer-singh-moves-karnataka-high-court-to-quash-fir-against-him-2026-02-24

ଭୁବନେଶ୍ବର: ମହେଶ ଏଡିବଲ୍ ଅଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଏହାର ଦୁଇ ବ୍ରାଣ୍ଡ୍‌ ସଲୋନି ଓ ‌ଷ୍ଟେଫିଟ୍‌ ପାଇଁ ବଲିଉଡ୍‌ ତାରକା ରଣବୀର ସିଂହଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ସଲୋନି ବ୍ରାଣ୍ଡ୍‌ରେ କମ୍ପାନି ସୋରିଷ ତେଲ ଓ ସୋୟା ବଡ଼ି ବିକ୍ରି କରୁଥିବା ବେଳେ ଷ୍ଟେଫିଟ୍‌ ବ୍ରାଣ୍ଡ୍‌ରେ ରିଫାଇନ୍‌ଡ ତେଲ ବିକ୍ରି କରୁଛି। ଏହି ସହଯୋଗିତା ସମ୍ପର୍କରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଦୀନେଶ ରାଠୋର କହିଛନ୍ତି ଯେ ରଣବୀରଙ୍କୁ ନେଇ ପ୍ରସ୍ତୁତ ପ୍ରଚାର ଅଭିଯାନ ଅଧିକ ଲୋକଙ୍କୁ ବ୍ରାଣ୍ଡ୍‌ ବିଷୟରେ ପରିଚିତ କରାଇବ।

ଆହୁରି ପଢନ୍ତୁ: PM Modi Israel Visit: ଇସ୍ରାଏଲ ଗସ୍ତରେ ମୋଦୀ: ତେଲ ଅଭିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

କମ୍ପାନିର ନିର୍ଦ୍ଦେଶକ ମହେଶ ରାଠୋରଙ୍କ ମତରେ ଗୁଣାତ୍ମକ ମାନ ଓ ପରିମାଣ ଦୃଷ୍ଟିରୁ କମ୍ପାନିର ଦୃଢ଼ ଉତ୍ପାଦନ କ୍ଷମତା ରହିଛି। ଦେଶରେ ବଢ଼ୁଥିବା ଚାହିଦାକୁ ଉଚ୍ଚ ମାନର ଉତ୍ପାଦ ଜରିଆରେ ପୂରଣ କରିବାକୁ କମ୍ପାନି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କମ୍ପାନିର କାଟେଗୋରି ମୁଖ୍ୟ ଆଦିତ୍ୟ ରାଠୋର କହିଛନ୍ତି ଯେ ଲୋକଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାର ନୂଆ ଅଭ୍ୟାସ ପାଇଁ ସୋୟା ବଡି ଚାହିଦା ବଢ଼ିଛି। ସଲୋନି ସୋୟା ବଡିର ଗ୍ରହଣୀୟତା ଦ୍ରୁତ ଗତିରେ ବଢ଼ୁଛି। ରଣବୀରଙ୍କ ସହ ସହଯୋଗିତା ଦ୍ବାରା ଆମ ଅଭିବୃଦ୍ଧି ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe