Repo Rate Decrease: ଶସ୍ତା ହୋଇପାରେ ଗୃହ,ଯାନବାହାନ ଋଣ କିସ୍ତି, ରେପୋ ହାର 25 ବେସିସ ପଏଣ୍ଟ କମାଇଲା ରିଜର୍ଭ ବ୍ୟାଙ୍କ

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର 25 ବେସିସ ପଏଣ୍ଟ ବା .25 ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ସହ ରେପୋ ହାର 5.25 ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଗୃହ ଓ ଯାନବାହନ ଋଣ ଇଏମଆଇ ଶସ୍ତା ହେବାର ସମ୍ଭାବନା ରହିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର 25 ବେସିସ ପଏଣ୍ଟ ବା .25 ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ସହ ରେପୋ ହାର 5.25 ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଗୃହ ଓ ଯାନବାହନ ଋଣ ଇଏମଆଇ ଶସ୍ତା ହେବାର ସମ୍ଭାବନା ରହିଛି ।

repo

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର 25 ବେସିସ ପଏଣ୍ଟ ବା .25 ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ସହ ରେପୋ ହାର 5.25 ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଗୃହ ଓ ଯାନବାହନ ଋଣ ଇଏମଆଇ ଶସ୍ତା ହେବାର ସମ୍ଭାବନା ରହିଛି । ଗତ 3 ତାରିଖରୁ ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକର ଶେଷ ଦିନରେ ଆଜି ଗଭର୍ଣ୍ଣର ସଂଜୟ ମାଲହୋତ୍ରା ଏହି ବୈଠକରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ ।

ଆହୁରି ପଢନ୍ତୁ: Tejashwi Yadav: ବିହାରରେ ରାଜନୈତିକ ଉଷ୍ମତା ବୃଦ୍ଧି କରୁଛି ଆରଜେଡି ନେତା ଶିବାନନ୍ଦ ତିୱାରୀଙ୍କ ବୟାନ

ସେ ଘୋଷଣା କରିଛନ୍ତି ଯେ 2025-26 ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର 7.3 ପ୍ରତିଶତ ରହିବ, ଯାହାକି ପୂର୍ବରୁ 6.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା । ସେହିପରି ମୁଦ୍ରାସ୍ପୀତି ହାର 2 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବରୁ 2.6 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe