ଶାରୀରିକ ଅକ୍ଷମ ଆଦିବାସୀ ବୃଦ୍ଧ ଗେବା ପ୍ରଧାନଙ୍କୁ ଭତ୍ତା ମୁଳିବ କେବେ?

କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଗରିବ ଅସହାୟଙ୍କୁ ସରକାରଙ୍କ ଯୋଜନାର ସୁଫଳ ମିଳୁନଥିବା ଦୃଶ୍ୟ ବହୁ ସମୟରେ ଦେଖିବାକୁ ମିଳୁଛି। ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନଯାପନ କରୁଛନ୍ତି।

G Udayagiri

ଘୁ.ଉଦୟଗିରି: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଗରିବ ଅସହାୟଙ୍କୁ ସରକାରଙ୍କ ଯୋଜନାର ସୁଫଳ ମିଳୁନଥିବା ଦୃଶ୍ୟ ବହୁ ସମୟରେ ଦେଖିବାକୁ ମିଳୁଛି। ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନଯାପନ କରୁଥିବା ବେଳେ ଚତୁର ଚାଲାକ ଲୋକ ଗଳି ମାରି ସରକାରୀ ଯୋଜନା ହଡପ କରି ବସିଛନ୍ତି। ସରକାରୀ ଯୋଜନାରୁ ଦୀର୍ଘ ବର୍ଷ ହେଲା ବଞ୍ଚିତ ହୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତର ମଗଡ଼ିଙ୍ଗିଆ ଗ୍ରାମରେ।

କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଗରିବ ଅସହାୟଙ୍କୁ ସରକାରଙ୍କ ଯୋଜନାର ସୁଫଳ ମିଳୁନଥିବା ଦୃଶ୍ୟ ବହୁ ସମୟରେ ଦେଖିବାକୁ ମିଳୁଛି। ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନଯାପନ କରୁଥିବା ବେଳେ ଚତୁର ଚାଲାକ ଲୋକ ଗଳି ମାରି ସରକାରୀ ଯୋଜନା ହଡପ କରି ବସିଛନ୍ତି।

ଏହି ଗ୍ରାମର ଅସହାୟ ଶାରୀରିକ ଭିନ୍ନକ୍ଷମ ଗେବା ପ୍ରଧାନ ଦୀର୍ଘ ବର୍ଷ ହେବ ଭତ୍ତା ପାଇଁ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ଚୁପ୍ ହୋଇ ଘରେ ନିଜ ଭାଗ୍ୟକୁ ଆଦରି ବସିଛନ୍ତି। ମଗଡ଼ିଙ୍ଗିଆ ଗାଁର ଅସହାୟ ଗରିବ ଆଦିବାସୀ ବୃଦ୍ଧ ବାପା ଜଣେ ଶାରୀରିକ ଅକ୍ଷମ ଅଟନ୍ତି ଭତ୍ତା ପାଇବାରେ ବଞ୍ଚିତ ଅଛନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟିରେ ରଖି ଏହି ଅସହାୟ ବୃଦ୍ଧଙ୍କୁ  ଭତ୍ତା ପ୍ରଦାନ କରିବା ନିମନ୍ତେ  ସାମାଜ ସେବୀ ବିବେକାନନ୍ଦ ପ୍ରଧାନ, ବିଜୟ ପ୍ରଧାନ, ମନୋଜ ପ୍ରଧାନ, ଶିଖଚନ୍ଦ୍ର ପ୍ରଧାନ, ଚୌଧୁରୀ ପ୍ରଧାନ, ଟଙ୍କ ପ୍ରଧାନ ସମେତ ବହୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ଅବସର ପରେ ବି ଅଧ୍ୟାପନା ଜାରି ରଖିଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe