Dead Body Baby Rescued ପୁଣି ରାସ୍ତା କଡ଼ରୁ ମିଳିଲା ଅଲୋଡ଼ା ଶିଶୁ

Advertisment

ଆଜି ସକାଳୁ ଝାରସୁଗୁଡା ସହରର ମଙ୍ଗଳ ବଜାରର ସମବାୟ ବ୍ୟାଙ୍କ ସମ୍ମୁଖରୁ ଏକ ଅପରିପକ୍ୱ Babyର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଗର୍ଭବସ୍ଥାରେ ୪-୫ ମାସ ଥିବା ମଧ୍ୟରେ ହିଁ ପ୍ରସବ କିମ୍ବା ଗର୍ଭପାତ ହୋଇଥିବା ଆଶଙ୍କା କରାଯାଉଛି।

ଆଜି ସକାଳୁ ଝାରସୁଗୁଡା ସହରର ମଙ୍ଗଳ ବଜାରର ସମବାୟ ବ୍ୟାଙ୍କ ସମ୍ମୁଖରୁ ଏକ ଅପରିପକ୍ୱ Babyର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଗର୍ଭବସ୍ଥାରେ ୪-୫ ମାସ ଥିବା ମଧ୍ୟରେ ହିଁ ପ୍ରସବ କିମ୍ବା ଗର୍ଭପାତ ହୋଇଥିବା ଆଶଙ୍କା କରାଯାଉଛି।

DEAD BODY OF BABY RESCUED AT JHARSUGUDA Photograph: (sambad.in)

ଝାରସୁଗୁଡା: ଆଜି ସକାଳୁ ଝାରସୁଗୁଡା ସହରର ମଙ୍ଗଳ ବଜାରର ସମବାୟ ବ୍ୟାଙ୍କ ସମ୍ମୁଖରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଗର୍ଭବସ୍ଥାରେ ୪-୫ ମାସ ଥିବା ମଧ୍ୟରେ ହିଁ ପ୍ରସବ କିମ୍ବା ଗର୍ଭପାତ ହୋଇଥିବା ଆଶଙ୍କା କରାଯାଉଛି। ଶିଶୁଟିକୁ କେହି ବ୍ୟକ୍ତି ଧଳା ରଙ୍ଗର କପଡ଼ାରେ ଘୋଡାଇ ରଖି ଦେଇଥିବା ବେଳେ ସକାଳୁ ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

୫ ମାସ ତଳେ ମଙ୍ଗଳ ବଜାର ଅଳିଆ ଗଦାରୁ ମିଳିଥିଲା ନବଜାତ ଶିଶୁ

ସୂଚନା ପାଇ ଝାରସୁଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ Mokim: ମୋକିମ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ: ଭକ୍ତଙ୍କ ସହିତ ରାହୁଲ ଓ ଖଡ଼୍‌ଗେଙ୍କ ଆଲୋଚନା

ତେବେ ପ୍ରାୟ ୫ ମାସ ତଳେ ଏହି ମଙ୍ଗଳ ବଜାର ଅଞ୍ଚଳର ଏକ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ରକୁ କେହି ଫିଙ୍ଗି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe