Dead Body Old Woman Rescued ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କଲେ ପରିବାର

Advertisment

ଦୀର୍ଘ ଦିନ ହେବ ନିଖୋଜ ଥିଲେ ବୃଦ୍ଧା I ବିନିକା ଥାନା ଅଧୀନ ବିନିକା ସହର ଓ୍ଵାର୍ଡ-୧ର ଦାନୀ କଟା ତଳେ ଏକ ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ dead body I ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I

ଦୀର୍ଘ ଦିନ ହେବ ନିଖୋଜ ଥିଲେ ବୃଦ୍ଧା I ବିନିକା ଥାନା ଅଧୀନ ବିନିକା ସହର ଓ୍ଵାର୍ଡ-୧ର ଦାନୀ କଟା ତଳେ ଏକ ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ dead body I ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I

Untitled

dead body of old woman rescued from paddy field Photograph: (sambad.in)

ବିନିକା: ଦୀର୍ଘ ଦିନ ହେବ ନିଖୋଜ ଥିଲେ ବୃଦ୍ଧା I ବିନିକା ଥାନା ଅଧୀନ ବିନିକା ସହର ଓ୍ଵାର୍ଡ-୧ ର ଦାନୀ କଟା ତଳେ ଏକ ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ ମୃତଦେହ I ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନୀପାଲି ଓ୍ଵାର୍ଡ ୧ ନିକଟର ଦାନୀ କଟା ହିଡ ତଳେ ଏକ ବିଲରୁ I

ତେବେ ବୃଦ୍ଧାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ନାକରେ ରକ୍ତ ବାହାରିବା ସହ ଶରୀରରେ ବିଭିନ୍ନ ସ୍ଥାନରେ ଦାଗ ରହିଛି I ମୃତ ବୃଦ୍ଧା ଜଣକ ହେଲେ ବିନିକା ସହର ମନହରୀପଡ଼ାର ପ୍ରଭାସିନୀ ମଲ୍ଲିକ (୭୦) ବୋଲି ଜଣା ପଡିଛି I ହେଲେ କେହି ଦୁଷ୍କର୍ମ କରିବା ପରେ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I

ଆହୁରି ପଢ଼ନ୍ତୁ: Renewable Energy: ‘ଓଡ଼ିଶାରେ ୧ କିଲୋୱାଟ୍‌ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍‌ ସୋଲାର୍‌ ୟୁନିଟ୍‌ ସ୍ଥାପନ ହେବ’

ବିନିକା ପୁଲିସର ତଦନ୍ତ

ଏନେଇ ମୃତ ବୃଦ୍ଧାଙ୍କର ଝିଅ ବାସନ୍ତୀ ମଲ୍ଳିକ ବିନିକା ଥାନାରେ ଲିଖିତ ଅଭିଯୋଗ ପରେ ଥାନାରେ ୟୁଡି-୨୧/୭-୨୫ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ବିନିକା ପୁଲିସ ପହଂଚି ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି I

ଆହୁରି ପଢ଼ନ୍ତୁ Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe