Father Attempts Minor Daughter Rape: ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ବାପା ଫେରାର

ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ତାଙ୍କ ନିଜ father ଦ୍ୱାରା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଗତକାଲି ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। 

Untitled-17

father attempts minor daughter rape Photograph: (sambad.in)

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ତାଙ୍କ ନିଜ ବାପା ଦ୍ୱାରା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଗତକାଲି ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। 

ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ

ପୁଲିସ ଅଭିଯୋଗ ଆଧାରରେ ମାମଲା (କେଶ ନଂ–୨୩୩/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସହ ପୋସ୍କୋ ଆଇନ ଅଧୀନରେ ମାମଲା ଚାଲିଛି। ଅନ୍ୟପକ୍ଷରେ, ଅଭିଯୁକ୍ତ ବାପା ବର୍ତ୍ତମାନ ଫେରାର ଅଛନ୍ତି।

ଆହୁରି ପଢ଼ନ୍ତୁ: Chief Minister Sunabeda Nuapada: ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ସୁନାବେଡ଼ାରେ ପାଦ ଦେଲେ, ମା ସୁନାଦେଇଙ୍କ ଦର୍ଶନ କଲେ

ଆହୁରି ପଢ଼ନ୍ତୁ: Pitabas Panda Wife: ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି: ପୀତବାସ ପଣ୍ଡାଙ୍କ ପତ୍ନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe