fire at paradip port in coal loaded ship Photograph: (Sambad.in)
ପାରାଦୀପ: କୋଇଲା ବୋଝେଇ ଜାହାଜରେ ନିଆଁ । ପାରାଦୀପ ବନ୍ଦର ବର୍ଥରେ ଘଟିଛି ଏଭଳି ଅଘଟଣ । ଇକୋ କୋଲୋନେଲ ମନୋରଭିଆ (ECO COLONEL MONORVIA) ଜାହାଜରେ ଲୋଡିଂ କୋଇଲାରେ ନିଆଁ।
ଚେନ୍ନାଇରାଧା ବର୍ଥରେ ଲୋଡିଂ ହେଉଥିଲା ଥର୍ମାଲ କୋଇଲା। କନଭର ବେଲ୍ଟ ରେ ଲୋଡିଂ ହେଉଥିଲା କୋଇଲା।
ଆହୁରି ପଢ଼ନ୍ତୁ:Resignation: ଭଦ୍ରକରେ ବିଜେଡିକୁ ପୁଣି ଝଟକା: ଦଳ ଝାଡ଼ିଲେ ୩ ବ୍ଲକ ଅଧ୍ୟକ୍ଷ
ନିଆଁ ଲାଗିବାରୁ ଜାହାଜକୁ CQ-2 ବର୍ଥକୁ ଅଣାଯାଇଛି। ସେଠାରେ ଜାହାଜରୁ କଢା ହେଉଛି କୋଇଲା। ପାଣି ମାରି କୋଇଲା ଲୋଡିଂ ନ କରିବାରୁ ନିଆଁ ଲାଗିଥିବା ଅନୁମାନ।
ଆହୁରି ପଢ଼ନ୍ତୁ: Bhadrak District BJD: ଭଦ୍ରକ ଜିଲ୍ଲାରେ ଖଣ୍ଡଖଣ୍ଡ ହୋଇଯିବ ବିଜେଡି ସଙ୍ଗଠନ: ନେତା କର୍ମୀ ଛାଡୁଛନ୍ତି ଦଳ, ବିଜେପିରେ ମହାମିଶ୍ରଣ ପାଇଁ ସଜବାଜ!
ନିଆଁ ସଂପୂର୍ଣ୍ଣ ରୂପେ ଆୟତ୍ତ
ତେବେ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତକୁ ଅଣାଯାଇଛି।
Follow Us