Goods Train Derailed at rupsa Photograph: (sambad.in)
ରୂପସା: ମାଲବାହୀ ଟ୍ରେନ ଲାଇନଚ୍ୟୁତ। ବାଲେଶ୍ବର ଜିଲ୍ଲା ଦକ୍ଷିଣ ପୂର୍ବ ରେଳପଥର ରୂପସା ରେଳ ଷ୍ଟେସନର ଚତୁର୍ଥ ଲାଇନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ। ଷ୍ଟେସନରେ ମାଲ ଅନଲୋଡ କରି ଯାଉଥିବା ବେଳେ ଘଟିଛି ଅଘଟଣ।
ଯୁଦ୍ଧକାଳୀନ ମରାମତି କାର୍ଯ୍ୟ ଜାରି
ଖବର ପାଇ ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ମରାମତି କରୁଛନ୍ତି। ତେବେ କେଉଁ କାରଣରୁ ଲାଇନଚ୍ୟୁତ ହୋଇଛି, ତାର କାରଣ ଅସ୍ପଷ୍ଟ ରହିଥିବା ସୂଚନା ରହିଛି। ଏଣେ ଯୁଦ୍ଧକାଳୀନ ମରାମତି କାର୍ଯ୍ୟ ଜାରି ରହିଛି।
ଆହୁରି ପଢ଼ନ୍ତୁ: Second Twenty-20 ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଟ୍ବେଣ୍ଟି-୨୦, ଅକ୍ଷରଙ୍କ ଖେଳିବା ନେଇ ସଂଦେହ
Follow Us