firing minor critical ଖେଳୁ ଖେଳୁ ଫୁଟିଲା ଗୁଳି: ନାବାଳକ ଗୁରୁତର, କଟକ ସ୍ଥାନାନ୍ତର

Advertisment

ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଗୁଳି ଚାଳନା। ନାବାଳକ critical । କଟକ ସ୍ଥାନାନ୍ତର। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା।

ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଗୁଳି ଚାଳନା। ନାବାଳକ critical । କଟକ ସ୍ଥାନାନ୍ତର। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା।

Untitled-9

minor critical Photograph: (sambad.in)

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଗୁଳି ଚାଳନା। ନାବାଳକ ଗୁରୁତର। କଟକ ସ୍ଥାନାନ୍ତର। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା।

ଅଭିଯୁକ୍ତ ଅଟକ

ନାବାଳକ ଛାତି ତଳେ ଗୁଳି ବାଜିଥିଲା। ନାବାଳକ ଜଣକ ଭଡ଼ାରେ ରହୁଥିଲେ। ଗୁଳିବାଜିବା ପରେ ନାବାଳକଙ୍କୁ ପ୍ରଥମେ ବୁର୍ଲା ପରେ କଟକ ବଡ଼ ମେଡିକାଲ ରେଫର କରାଯାଇଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିବା ସହିତ ଘରୁ କିଛି ସାମଗ୍ରୀ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: PM Modi Somnath Temple ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe