ଶୁଭ ସକାଳ...
ଆପଣ କେମିତି ଅଛନ୍ତି?
ସକାଳର ଚା’ ସହିତ ସମ୍ବାଦ୍‌.ଇନ୍‌ରେ ବଡ଼ ଖବରକୁ ସଂକ୍ଷେପରେ ପଢ଼ନ୍ତୁ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଆଜିର ବଡ଼ ଘଟଣାଗୁଡ଼ିକ ଉପରେ ନଜର ପକାନ୍ତୁ।
-ଆଜି ଠାରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ଆରବିଆଇର ସୂଚନା
-ବିବାଦରେ ମମତାଙ୍କ ଜଗନ୍ନାଥ ମନ୍ଦିର: ‘ଦୀଘା ଜଗନ୍ନାଥ ଧାମ’ ଲେଖାକୁ ନେଇ ତୀବ୍ର ଅସନ୍ତୋଷ...

Advertisment

ଭାରତ ଆକାଶରେ ଉଡ଼ିପାରିବନି ପାକିସ୍ତାନର କୌଣସି ବି ବିମାନ

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର। ପାକିସ୍ତାନକୁ ପୁଣି ପାନେ ଦେଲା ଭାରତ। ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ପୁଣି ପ୍ରହାର ପକାଇଲା ଭାରତ। ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ। ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା।  ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ନିଜର ସମସ୍ତ ଏୟାରସ୍ପେସ୍ ବନ୍ଦ କଲା ଭାରତ। ଏବେ ଭାରତ ଉପର ଦେଇ ଉଡିପାରିବନି କୌଣସି ବି ପାକିସ୍ତାନ ବିମାନ। ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ । ପୂର୍ବରୁ ପାକିସ୍ତାନ ଭାରତ ପାଇଁ ନିଜ ଏୟାର ସ୍ପେସ୍ ବନ୍ଦ କରିଥିଲା। 

ଭାରତ ଭୟରେ ଥରୁଥିଲା ପାକିସ୍ତାନ

ଇସଲାମାବାଦ: ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତ ପାକିସ୍ତାନ ଉପରେ ଆକ୍ସନ ପରେ ଆକ୍ସନ ନେଉଥିବା ବେଳେ ଏବେ ପାକିସ୍ତାନରୁ ଆସିଛି ବଡ଼ ଖବର। ଭୂକମ୍ପରେ ଥରିଲା ପାକିସ୍ତାନ। ପାକିସ୍ତାନରେ ଭୂକମ୍ପର ଝଟକା। ରିକ୍ଟଟ ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ। ଭୂକମ୍ପ ନେଇ ସ୍ପଷ୍ଟ କରିଛି ଏନସିଏସ। ଭୂକମ୍ପରେ ଏଯାଏଁ କ୍ଷୟକ୍ଷତିର କୌଣସି ଖବର ନାହିଁ। ଅଧିକ ପଢ଼ନ୍ତୁ... 

ବାଂଲାଦେଶର ରାସ୍ତା ରକ୍ତରେ ଭିଜୁଛି

ଢାକା: ସମ୍ପ୍ରତି ବାଂଲାଦେଶର ରାଜଧାନୀ ଢାକାର ରାସ୍ତାଗୁଡ଼ିକ ଏକ ଯୁଦ୍ଧକ୍ଷେତ୍ର ପରି ଦେଖାଯିବାରେ ଲାଗିଛି। ଗୋଟିଏ ପାର୍ଶ୍ୱରେ ବ୍ୟାଟେରୀ ଚାଳିତ ରିକ୍ସା ଚାଳକ ଅଛନ୍ତି। ଅନ୍ୟପଟେ ସାଧାରଣ ଲୋକେ।  ରିକ୍ସା ଚାଳକମାନେ ବେପରୁଆ ଭାବରେ ଏବଂ ପ୍ରାୟତଃ କୌଣସି ତାଲିମ ବିନା ଗାଡ଼ି ଚାଳନା କରୁଛନ୍ତି।  ଅନ୍ୟପଟେ ସାଧାରଣ ଲୋକେ ନିଜ ଜୀବନକୁ ବିପଦରେ ପକାଇ ରାସ୍ତାରେ ଚାଲିବାକୁ ବାଧ୍ୟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଅଟୋରିକ୍ସାଗୁଡ଼ିକ ପ୍ରତିଦିନ ଲୋକଙ୍କ ଜୀବନ ନେଉଛନ୍ତି। ଢାକାକୁ ବିଶ୍ୱର ରିକ୍ସା ରାଜଧାନୀ କୁହାଯାଏ, କିନ୍ତୁ ଏବେ ଏହି ସହର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଅଧିକ ପଢ଼ନ୍ତୁ...

ଏବେ ପଢ଼ନ୍ତୁ ବଡ଼ ଚର୍ଚ୍ଚିତ ଖବର 

ଧମକ ଦେଲେ ମରିୟମ ନୱାଜ୍

ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ

ଭୟ ଆତଙ୍କରେ ପାକିସ୍ତାନୀ ନେତା

ଦୀଘା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା

moral in Politics
moral value in Politics Photograph: (sambad.in)

 ପଢ଼ନ୍ତୁ କାଲିର ବଡ଼ ଖବର

ଭାରତୀୟଙ୍କୁ ଭାଗ ଭାଗ କରିପାରିବେ ନାହିଁ 

ଆନ୍ଥ୍ରୋପୋଲୋଜି ପରୀକ୍ଷା ଦେବେ ପରୀକ୍ଷାର୍ଥୀ  

ଅଭିବୃଦ୍ଧିର ୨୨% କୃଷି ଓ ଆନୁଷଙ୍ଗୀକ କ୍ଷେତ୍ର

ସୁପର କିଙ୍ଗ୍‌ସକୁ ହରାଇଲା ପଂଜାବ କିଙ୍ଗ୍‌ସ