Sambad Walkthon: ସମ୍ବାଦ ଗ୍ରୁପ ପକ୍ଷରୁ 'ବିଶ୍ଵ ହୃଦୟ ଦିବସ' ଅବସରରେ ୱାକଥନ

Advertisment

ସମ୍ବାଦ ଗ୍ରୁପ ପକ୍ଷରୁ 'ବିଶ୍ଵ ହୃଦୟ ଦିବସ' କୁ ନେଇ ୱାକଥନର ଆୟୋଜିତ ହୋଇଛି। ଏହି ୱାକଥନରେ ଶତାଧିକ ଲୋକ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏହି ୱାକଥନ ଅନୁଷ୍ଠିତ ହୋଇଛି।

ସମ୍ବାଦ ଗ୍ରୁପ ପକ୍ଷରୁ 'ବିଶ୍ଵ ହୃଦୟ ଦିବସ' କୁ ନେଇ ୱାକଥନର ଆୟୋଜିତ ହୋଇଛି। ଏହି ୱାକଥନରେ ଶତାଧିକ ଲୋକ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏହି ୱାକଥନ ଅନୁଷ୍ଠିତ ହୋଇଛି।

Untitled-11

walkthon Photograph: (Sambad.in)

ଭୁବନେଶ୍ବର: ସମ୍ବାଦ ଗ୍ରୁପ ପକ୍ଷରୁ 'ବିଶ୍ଵ ହୃଦୟ ଦିବସ' କୁ ନେଇ ୱାକଥନର ଆୟୋଜିତ ହୋଇଛି। ଏହି ୱାକଥନରେ ଶତାଧିକ ଲୋକ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏହି ୱାକଥନ ଅନୁଷ୍ଠିତ ହୋଇଛି। ନିଜ ହ୍ରୁଦୟକୁ ସୁସ୍ଥ ରଖିବା ସହ କିଭଳି ସଚେତନ ରହିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ:ରେଳଧାରଣା କଡ଼ରେ ଛିଡ଼ା ହୋଇଥିବା ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରେନ୍

ସମ୍ବାଦ ଗ୍ରୁପର ଉଦ୍ୟମକୁ ପ୍ରଶଂସା

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ  ସମ୍ବାଦ ଗ୍ରୁପର ଉଦ୍ୟମକୁ ପ୍ରଶଂସା କରିଛନ୍ତି।  

Sambad

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe