young Man Arrested ଖଣ୍ଡା ବୁଲାଇ ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବନ୍ଧାହେଲେ ଯୁବକ

ଖଣ୍ଡା ବୁଲାଇ ଓ ଧମକପୂର୍ଣ୍ଣ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବନ୍ଧାହେଲେ ଯୁବକ। ଗଞ୍ଜାମ ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ଙ୍କୁ ପୁଲିସ ଗିରଫ କରିଛି ।

Untitled-18

ବ୍ରହ୍ମପୁର: ଖଣ୍ଡା ବୁଲାଇ ଓ ଧମକପୂର୍ଣ୍ଣ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବନ୍ଧାହେଲେ ଯୁବକ। ଗଞ୍ଜାମ ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ଙ୍କୁ ପୁଲିସ ଗିରଫ କରିଛି ।

ଆହୁରି ପଢ଼ନ୍ତୁ:କେନାଲରେ ଭାସୁଛି ଅଚିହ୍ନା ଶବ, ହତ୍ୟା ସନ୍ଦେହ

ସୁଶାନ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ

ସୁଶାନ୍ତ ଏକ ଖଣ୍ଡା ଓ ତିନୋଟି ମୁଣ୍ଡ ଧରି ଦିଗପହଣ୍ଡି ଥାନାକୁ ଆସିବି, ଭିଡିଓ ଭଲ ଲାଗିଲେ କମେଣ୍ଟ କରିବ ବୋଲି ଅଭିନୟ କରି ଅପଲୋଡ କରିଥିଲେ। ଭାଇରାଲ ହେବା ପରେ ତାହା ପୁଲିସ ନଜରକୁ ଆସିଥିଲା l ପୁଲିସ ଗାଁରେ ପହଞ୍ଚି ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Crime | arrested 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe