Young Man Death Accident ସଂପର୍କୀୟଙ୍କ ଘରକୁ ଯାଇଥିଲେ , ଶବ ହୋଇଫେରିଲେ ଯୁବକ

Advertisment

ରାସ୍ତାକଡ଼ରୁ ଯୁବକଙ୍କର ମୃତଦେହ ଉଦ୍ଧାର କଲା ପୁଲିସ। ଜାଲୋଏ-ଉଲୁଣ୍ଡା ରାସ୍ତାର କେଶଲପୁରା ଗାଁ ନିକଟରରେ ରାସ୍ତାକଡ଼ରେ accident ଘଟି ଭାରସାମ୍ୟ ହରାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଥିବା ଜଣା ପଡ଼ିଛି l

ରାସ୍ତାକଡ଼ରୁ ଯୁବକଙ୍କର ମୃତଦେହ ଉଦ୍ଧାର କଲା ପୁଲିସ। ଜାଲୋଏ-ଉଲୁଣ୍ଡା ରାସ୍ତାର କେଶଲପୁରା ଗାଁ ନିକଟରରେ ରାସ୍ତାକଡ଼ରେ accident ଘଟି ଭାରସାମ୍ୟ ହରାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଥିବା ଜଣା ପଡ଼ିଛି l

Untitled-2

young man dies in accident Photograph: (sambad.in)

ଉଲୁଣ୍ଡା: ରାସ୍ତାକଡ଼ରୁ ଯୁବକଙ୍କର ମୃତଦେହ ଉଦ୍ଧାର କଲା ପୁଲିସ। ଜାଲୋଏ-ଉଲୁଣ୍ଡା ରାସ୍ତାର କେଶଲପୁରା ଗାଁ ନିକଟରରେ ରାସ୍ତାକଡ଼ରେ ଦୁର୍ଘଟଣା ଘଟି ଭାରସାମ୍ୟ ହରାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଥିବା ଜଣା ପଡ଼ିଛି l ସୂଚନା ପାଇ ହିକୁଡି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ ଯୁବକ ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ଜମ୍ଭାଲିପାଲି ଗାଁର ମହଜିଦ କର୍ଣ୍ଣ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ଘଟି ପ୍ରାଣ ହରାଇଥିବା ଲୋକ ଅନୁମାନ କରୁଛନ୍ତି

ମୃତ ଯୁବକଙ୍କ ପାଖରେ ଏକ ବୁଲେଟ ପଡ଼ିଥିବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଯୁବକଜଣଙ୍କ ତାଙ୍କ ସମ୍ପର୍କୀୟଙ୍କର ଘର ଉଲୁଣ୍ଡାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ପ୍ରାଣ ହରାଇଥିବା ଲୋକ ଅନୁମାନ କରୁଛନ୍ତି।

ଆହୁରି ପଢ଼ନ୍ତୁ:Murder Young Engineer ଅଧୁରା ରହିଲା ଦମ୍ପତିଙ୍କ ମକର ମିଳନ: ଯୁବ ଇଞ୍ଜିନିୟରଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ହତ୍ୟା, ସ୍କୁଟି ଧରି ଅପେକ୍ଷା କରିଥିଲେ ପତ୍ନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe