ଡମ୍ଫର ପଛପଟେ ପଶିଗଲା ସ୍ପିଡ୍ ବାଇକ୍: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ

ରାଜଧାନୀ ଭୁବନେଶ୍ବରର ନୂଆପଲ୍ଲୀ ଦୁର୍ଗା ପୂଜାମଣ୍ଡପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ଉପରେ ଏକ ଡମ୍ଫର ଠିଆ ହୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଡମ୍ଫରକୁ ପଛପଟୁ ପିଟିଛନ୍ତି...

Speed ​​bike crashes into back of dumper: Youth hospitalized in critical condition

Speed ​​bike crashes into back of dumper: Youth hospitalized in critical condition Photograph: (sambad.in)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ନୂଆପଲ୍ଲୀ ଦୁର୍ଗା ପୂଜାମଣ୍ଡପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

ଜାତୀୟ ରାଜପଥ ଉପରେ ଏକ ଡମ୍ଫର ଠିଆ ହୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଡମ୍ଫରକୁ ପଛପଟୁ ପିଟିଛନ୍ତି। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବକ ଜଣକ ବାଇକ ସହ ଡମ୍ଫର ପଛପଟେ ଭିତରକୁ ପଶିଯାଇଥିଲେ। 

ଅଧିକ ପଢ଼ନ୍ତୁ: କରତକଳରେ ଭିଜିଲାନ୍ସ ଚଢଉ: କାଠ ଏବଂ କାଠ ଚିରା ମେସିନ ଜବତ

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅତି ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ପଠାଇଛି। ତେବେ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

ଅଧିକ ପଢ଼ନ୍ତୁ: ଶ୍ରେଣୀ ଗୃହ ଭିତରେ ଛାତ୍ରଙ୍କୁ ବିବାହ କଲେ ଅଧ୍ୟାପିକା, ଭିଡିଓ ଭାଇରାଲ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe