ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପିପିଲି ଉପନିର୍ବାଚନ: ସରିଲା ପ୍ରଚାର, ୧୭୫ ‌ସମ୍ବେଦନଶୀଳ ବୁଥ୍‌ ଉପରେ ନଜର

ପୁରୀ : ପିପିଲି ଉପନିର୍ବାଚନ ପାଇଁ ୮ଦିନ ଧରି ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ବିଭିନ୍ନ ଦଳର ନେତାମାନେ ଶେଷଦିନରେ ମାରଥନ୍‌ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ସୋମବାର ସଂଧ୍ୟା ୬ଟାରୁ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ମମତା ବାନାର୍ଜୀଙ୍କୁ ପ୍ରଶଂସା କରିବାର ଅଳ୍ପ କ୍ଷଣ ପରେ କଂଗ୍ରେସ ପରିତ୍ୟାଗ କଲେ ଗୋଆ ନେତା ଲୁଇଜିହ୍ନୋ ଫଲେରିଓ

ପାନାଜୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣେ ‘ଷ୍ଟ୍ରିଟ୍‌ଫାଇଟର୍‌’ ଏବଂ ସେ ‘ବିଜେପି’କୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ କରାଇପାରିବେ କହି ଭୂୟସୀ ପ୍ରଶଂସା କରିବା ପରେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ କିଛି…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନ: ପ୍ରଶିକ୍ଷଣ ‌ଶେଷ, ୨୮ରେ ବୁଥକୁ ଯିବେ ପୋଲିଂ ପାର୍ଟି

ପୁରୀ : ଆଉ ୪ ଦିନ ପରେ ପିପିଲି ଉପନିର୍ବାଚନ। ସେପ୍ଟେମ୍ବର ୩୦ ସକାଳ ୭ଟାରୁ ଆରମ୍ଭ ହେବ ମତଦାନ। ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍‌। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ପାର୍ଟିଙ୍କ ଶେଷ ପ୍ରଶିକ୍ଷଣ ଆଜି ଶେଷ ହୋଇଛି। ଦିନକ ପରେ ଅର୍ଥାତ୍‌…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପ ନିର୍ବାଚନ: ନିରପେକ୍ଷ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି

ଭୁବନେଶ୍ବର : ପିପିଲି ଉପ ନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଶାସକ ବିଜେଡି ଦଳ ବ୍ୟବହାର କରୁଛି। ସାଧାରଣ ଭୋଟରଙ୍କୁ ପ୍ରଭାବିତ କରି ଭୋଟ ହାତେଇବାର ପ୍ରଚେଷ୍ଟା ଜାରି ରହିଛି। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ୯୭ଟି ସମ୍ବେଦନଶୀଳ ବୁଥ ରହିଛି। ତେଣୁ ଏହି…
ଅଧିକ ଖବର ଦେଖନ୍ତୁ...

୨୮ରେ କଂଗ୍ରେସର ‘ହାତ’ ଧରିବେ କହ୍ନେୟା ଓ ଜିଗ୍ନେଶ!

ନୂଆଦିଲ୍ଲୀ: ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆସନ୍ତା ୨୮ରେ କଂଗ୍ରେସରେ ଯୋଗ ଦେଇପାରନ୍ତି। ଇତିମଧ୍ୟରେ କହ୍ନେୟା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ଯୋଗଦାନ ନେଇ ସବିଶେଷ ଆଲୋଚନା କରିଥିବା ଜାଣିବାକୁ ମିଳିଛି। ଏ…
ଅଧିକ ଖବର ଦେଖନ୍ତୁ...

ଗତ ୯ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ବୃଦ୍ଧି, ମୋଟ ସମ୍ପତ୍ତି ୩.୦୭ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଥିବାବେଳେ ତାଙ୍କର ସମ୍ପତ୍ତି ସମ୍ପର୍କିତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ପ୍ରକାଶ ପାଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆଜି ପିପିଲିରେ ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଶନିବାର ଦିନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥି ପାଇଁ ଆସନ୍ତାକାଲି ଶ୍ରୀ ପ୍ରଧାନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ସକାଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ନିଶାଦ ପାର୍ଟି ସହ ମେଣ୍ଟ: ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ: ଶୁକ୍ରବାର ଏକ ବଡ଼ ଘଟଣା କ୍ରମେ ବିଜେପି ଆନୁଷ୍ଠାନିକ ଭାବେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଶାଦ ପାର୍ଟି ସହ ମେଣ୍ଟ ଘୋଷଣା କରିଛି। ନିଶାଦ ପାର୍ଟିର ମୁଖ୍ୟ ସଞ୍ଜୟ ନିଶାଦ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମତ୍ସ୍ୟଜୀବୀଙ୍କ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରୁ ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲା କାର୍ଯ୍ୟକାରୀ ସଭାପତି

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...