ଏକାଧିକ ଇଟାକୁ ଦାନ୍ତରେ ଉଠାଉଛି ବାଳକ: ଭିଡିଓ ଭାଇରାଲ

ଭାଇରାଲ ହୋଇଥିବା ଭିଡିଓରେ ଜଣେ ବାଳକଙ୍କୁ ଦେଖିବାକୁ ମିଳୁଛି। ଯିଏକି ଚଟାଣରେ ରଖାଯାଇଥିବା ଇଟା ଥାକକୁ ଉଠାଉଛନ୍ତି। ଏହି ଇଟା ଥାକକୁ ବାଳକ ଜଣକ ହାତରେ ନୁହେଁ ବରଂ ଦାନ୍ତରେ ଉଠାଉଥିବା ଦେଖିବାକୁ ମିଳୁଛି। 

ଢ଼ଖିଫଖ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ, ଯାହାକି ରାତାରାତି ଭାଇରାଲ ହୋଇ ଯାଇଥାଏ। ଏମିତି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି।

ଅଧିକପଢ଼ନ୍ତୁ: କଦଳୀ ଖାଇ ଚୋପା ଫିଙ୍ଗି ଦେଉଛନ୍ତି କି...? ଚୋପାରେ ଅଛି ଚମତ୍କାରିତା

ଏହି ଭାଇରାଲ ହୋଇଥିବା ଭିଡିଓରେ ଜଣେ ବାଳକଙ୍କୁ ଦେଖିବାକୁ ମିଳୁଛି। ଯିଏକି ଚଟାଣରେ ରଖାଯାଇଥିବା ଇଟା ଥାକକୁ ଉଠାଉଛନ୍ତି। ଏହି ଇଟା ଥାକକୁ ବାଳକ ଜଣକ ହାତରେ ନୁହେଁ ବରଂ ଦାନ୍ତରେ ଉଠାଉଥିବା ଦେଖିବାକୁ ମିଳୁଛି। 

ସୋସିଆଲ ମିଡିଆରେ ବାଳକଙ୍କ ଏଭଳି ପ୍ରତିଭା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ବାଳକ ଜଣକଙ୍କ ଦାନ୍ତରେ ଏତେ ଶକ୍ତି ଅଛି କି ସେ ଇଟ‌ାକୁ ଦାନ୍ତରେ ଉଠାଇ ଦେଉଛନ୍ତି ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି। ଆଉ କେହିକେହି କହିଛନ୍ତି, ‘ଏଭଳି ପ୍ରତିଭା ଖୁବ କମ ଲୋକଙ୍କ ପାଖରେ ରହିଥାଏ।’

ଅଧିକପଢ଼ନ୍ତୁ: ସଙ୍ଗମସ୍ଥଳରେ ୧୧ଥର ବୁଡ଼ ପକାଇବାର କାରଣ କହିଲେ ଅଖିଳେଶ ଯାଦବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe