Advertisment

Governor: ରାଜ୍ୟପାଳ ଖୁଆଇଲେ ଦହି-ଚିନି

Advertisment

ଶୁଭ କାର୍ଯ୍ୟ କରିବା ପୂର୍ବରୁ ମୁହଁ ମିଠା କରିବାର ପରମ୍ପରା ରହିଛି। ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ଲୋକସେବା ଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ....

ଶୁଭ କାର୍ଯ୍ୟ କରିବା ପୂର୍ବରୁ ମୁହଁ ମିଠା କରିବାର ପରମ୍ପରା ରହିଛି। ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ଲୋକସେବା ଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ....

Untitled-3

ଭୁବନେଶ୍ବର: ଶୁଭ କାର୍ଯ୍ୟ କରିବା ପୂର୍ବରୁ ମୁହଁ ମିଠା କରିବାର ପରମ୍ପରା ରହିଛି। ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ଲୋକସେବା ଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରି ବଜେଟ୍ ୨୦୨୬-୨୭ର ନକଲ ପ୍ରଦାନ କରିଥିଲେ

Blue economy: ପ୍ରମୁଖ ଚାଳକ ହେବ ନୀଳ ଅର୍ଥନୀତି

Budget 2026-27: ବଜେଟ୍‌ ୨୦୨୬-୨୭: ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନୋହିଲା

 ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଦହି-ଚିନି ଖୁଆଇ ବଜେଟ୍‌ ପାଇଁ ଶୁଭକାମନା ଜଣାଇଥିଲେ। ଏହି ଦହି-ଚିନି ଖୁଆଇବା ପରମ୍ପରା କେନ୍ଦ୍ର ସରକାର ମଧ୍ୟ ପାଳନ କରୁଛନ୍ତି। ଚଳିତ ବର୍ଷ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦହି-ଚିନି ଖୁଆଇଥିଲେ। ଏହି ପରମ୍ପରା ଗତ କିଛି ବର୍ଷ ଧରି ପାଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe