Health benefits: ସ୍ବାସ୍ଥ୍ୟ ଉପାଦେୟ ଗେଣ୍ଡା

Advertisment

ଗେଣ୍ଡା ମାଂସ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ସାଧାରଣତଃ ବନବାସୀମାନେ ବିଲବାଡ଼ିରୁ ‘ଗେଣ୍ଡା’ ଧରିଆଣି ସେଥିରେ ସ୍ୱାଦିଷ୍ଠ ତରକାରି ତିଆରିକରି ଖାଉଥିବାର ଆମେ ଜାଣୁ। ଆଜି ସେହି ବ୍ୟଞ୍ଜନ ୟୁରୋପର ବିଭିନ୍ନ ଦେଶରେ ଖୁବ୍ ଆଦର ଲାଭକରିଛି।

ଗେଣ୍ଡା ମାଂସ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ସାଧାରଣତଃ ବନବାସୀମାନେ ବିଲବାଡ଼ିରୁ ‘ଗେଣ୍ଡା’ ଧରିଆଣି ସେଥିରେ ସ୍ୱାଦିଷ୍ଠ ତରକାରି ତିଆରିକରି ଖାଉଥିବାର ଆମେ ଜାଣୁ। ଆଜି ସେହି ବ୍ୟଞ୍ଜନ ୟୁରୋପର ବିଭିନ୍ନ ଦେଶରେ ଖୁବ୍ ଆଦର ଲାଭକରିଛି।

sfhfhsshffsh

ଗେଣ୍ଡା ମାଂସ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ସାଧାରଣତଃ ବନବାସୀମାନେ ବିଲବାଡ଼ିରୁ ‘ଗେଣ୍ଡା’ ଧରିଆଣି ସେଥିରେ ସ୍ୱାଦିଷ୍ଠ ତରକାରି ତିଆରିକରି ଖାଉଥିବାର ଆମେ ଜାଣୁ। ଆଜି ସେହି ବ୍ୟଞ୍ଜନ ୟୁରୋପର ବିଭିନ୍ନ ଦେଶରେ ଖୁବ୍ ଆଦର ଲାଭକରିଛି। ଗେଣ୍ଡାରେ ପ୍ରଚୁର ପରିମାଣରେ ପ୍ରାଣୀଜ ପ୍ରୋଟିନ୍‌ ସହିତ ଲୌହସାର, ଖାଦ୍ୟସାର(ଭିଟାମିନ୍ ଏ, ଇ, ବି୧୨), ଖଣିଜ ପଦାର୍ଥ(କ୍ୟାଲ୍‌ସିଅମ୍‌, ପଟ୍ଟାସିଅମ୍‌, ମ୍ୟାଗ୍ନେସିଅମ୍‌, ଫସ୍‌ଫରସ୍‌) ଥାଏ। ମଣିଷ ସ୍ୱାସ୍ଥ୍ୟ ପାଇଁ ଅତୀବ ଆବଶ୍ୟକ ଆମିନୋ ଏସିଡ୍, ଓମେଗା-୩ ଫ୍ୟାଟି ଏସିଡ୍ ରହିଥିବା ଯୋଗୁଁ ହୃଦ୍‌ରୋଗୀଙ୍କ ପାଇଁ ଗେଣ୍ଡା ମାଂସ ଏକପ୍ରକାର ମହୌଷଧି କହିଲେ ଅତ୍ୟୁକ୍ତି ହେବ ନାହିଁ।

Horoscope 2025 December 31: ଜାଣନ୍ତୁ ଆଜିର ରାଶିଫଳ

ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଗେଣ୍ଡା ମାଂସ ନିୟମିତ ସେବନ କରୁଥିବା ବ୍ୟକ୍ତିଙ୍କୁ ବହୁମୂତ୍ର, କର୍କଟ, ଶ୍ବାସ‌େରାଗ ହେବାର ଆଶଙ୍କା କମ୍। ଗେଣ୍ଡା ମାଂସରେ କୋଲେଷ୍ଟ୍ରୋଲ୍‌ ପରିମାଣ ଅତିନଗଣ୍ୟ ଥାଏ। ଆହୁରି ବି ଗେଣ୍ଡାର ଖୋଳପାରେ କ୍ୟାଲ୍‌ସିଅମ୍‌ କାର୍ବୋନେଟ୍‌ ସମେତ କାଇଟିନ୍ ରହିଥାଏ, ଯାହା କର୍କଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଗେଣ୍ଡା ଦେହରୁ ନିର୍ଗତ ଲାଳ ସମେତ ବିଭିନ୍ନ ଅବଶେଷ ମଧ୍ୟ ଚର୍ମର ଉଜ୍ଜ୍ୱଳତା, ଚର୍ମରୋଗ ତଥା ଘାଆ ଓ କ୍ଷତ ଉପଶମକାରୀ। ତେଣୁ ଆମ ରାଜ୍ୟରେ ଗେଣ୍ଡା ଚାଷ ପାଇଁ ସୁଚିନ୍ତିତ ଉଦ୍ୟମ ହେବା ଆବଶ୍ୟକ ବୋଲି ମନେହୁଏ।
- ଉପେନ୍ଦ୍ର ବିଶ୍ୱାଳ, ମୋ: ୯୪୩୭୪୩୬୦୭୩

Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe