ହାଙ୍ଗ୍ଝୌ: ଚଳିତ ବିଡବ୍ଲ୍ୟୁଏଫ୍ ବିଶ୍ବ ଟୁର୍ ଫାଇନାଲ୍ସରେ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଜୟ ଧାରା ଜାରି ରଖିଛନ୍ତି। ଗ୍ରପ୍-ବି’ର ନିଜର ପ୍ରଥମ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଅଲିମ୍ପିକ୍ସ ରୌପ୍ୟ ବିଜେତା ଚୀନ୍ର ଲିଆଙ୍ଗ ୱେଇ କେଙ୍ଗ୍ ଓ ୱାଙ୍ଗ ଚାଙ୍ଗ୍ଙ୍କୁ ୧୨-୨୧, ୨୨-୨୦, ୨୧-୪ରେ ହରାଇଥିଲେ।
Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ
ଗୁରୁବାର ସାତ୍ତ୍ବିକ-ଚିରାଗ ୨୧-୧୧, ୧୬-୨୧, ୨୧-୧୧ରେ ଇଣ୍ଡୋନେସିଆର ଫଜର ଅଲ୍ଫିଆନ୍ ଓ ମୁହାମ୍ମଦ ସୋହିବୁଲ୍ ଫିକ୍ରିଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ସାତ୍ତ୍ବିକ-ଚିରାଗ ସଂପ୍ରତି ଗ୍ରୁପ୍-ବି ଟେବୁଲ୍ର ଶୀର୍ଷରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/19/ddagadgdagd-2025-12-19-01-49-38.jpg)