Tokyo Paralympics: ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ୍‌: ଆଉ ଦୁଇ ବିଶ୍ବ ସ୍ବର୍ଣ୍ଣ ପଦକ ଦ୍ବାରରେ ପ୍ରମୋଦ

Advertisment

ଟୋକିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ବିଶ୍ବ ପାରା ‌ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଫଳରେ ବିଶ୍ବ ପ୍ରତିଯୋଗିତାରେ ୫ ଏକକ ଓ ୩ ଯୁଗଳ ସ୍ବର୍ଣ୍ଣ ଜିତିଥିବା ଭାରତର ପୂର୍ବତନ ୧ ନମ୍ବର ପ୍ରମୋଦ...

Pramod

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ବିଶ୍ବ ପାରା ‌ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଫଳରେ ବିଶ୍ବ ପ୍ରତିଯୋଗିତାରେ ୫ ଏକକ ଓ ୩ ଯୁଗଳ ସ୍ବର୍ଣ୍ଣ ଜିତିଥିବା ଭାରତର ପୂର୍ବତନ ୧ ନମ୍ବର ପ୍ରମୋଦ ଏଥିରେ ଆଉ ଦୁଇ ସ୍ବର୍ଣ୍ଣ ପଦକ ଯୋଡ଼ିବାର ନିକଟତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ:Cricket: ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ: ଉଦଘାଟନୀ ମ୍ୟାଚ୍‌ରେ ହାରିଲା ଭାରତ

ଶୁକ୍ରବାର ପୁରୁଷ ଏକକ ଏସ୍‌ଏଲ୍‌୩ ସେମିଫାଇନାଲ୍‌ରେ ପ୍ରମୋଦ ୨୧-୧୯, ୨୧-୧୭ରେ ଥାଇଲାଣ୍ଡର ମୋଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ପରାସ୍ତ କରିଛନ୍ତି। ‌ସେହିପରି ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ସୁକାନ୍ତ କଦମ ୨୧-୧୩, ୨୧-୧୫ରେ କୋରିଆର ଚୋ ଏନ୍‌ ଓ ଲି ଏସ୍‌ଙ୍କୁ ହରାଇଛନ୍ତି।

ଆହୁରି ପଢ଼ନ୍ତୁ:Fine On Air India: ଉଡ଼ାଣ ଉପଯୁକ୍ତ ପରମିଟ୍‌ ନଥାଇ ଆଠ ଥର ଏୟାରବସ୍‌ ବିମାନର ଉଡ଼ାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe