RCB won by 9 wicket: ଆର୍‌ସିବି ୯ ୱିକେଟ୍‌ରେ ବିଜୟୀ

Advertisment

ଡବ୍‌ଲ୍ୟୁପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ସୋମବାର ଆର୍‌ସିବି ଏକତରଫା ଭାବେ ୯ ୱିକେଟ୍‌ରେ ୟୁପି ୱାରିୟର୍ଜକୁ ପରାସ୍ତ କରିଛି। ସୋମବାର ୟୁପି ୱାରିୟର୍ଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା।

ଡବ୍‌ଲ୍ୟୁପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ସୋମବାର ଆର୍‌ସିବି ଏକତରଫା ଭାବେ ୯ ୱିକେଟ୍‌ରେ ୟୁପି ୱାରିୟର୍ଜକୁ ପରାସ୍ତ କରିଛି। ସୋମବାର ୟୁପି ୱାରିୟର୍ଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା।

WPL

ମୁମ୍ବାଇ: ଡବ୍‌ଲ୍ୟୁପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ସୋମବାର ଆର୍‌ସିବି ଏକତରଫା ଭାବେ ୯ ୱିକେଟ୍‌ରେ ୟୁପି ୱାରିୟର୍ଜକୁ ପରାସ୍ତ କରିଛି। ସୋମବାର ୟୁପି ୱାରିୟର୍ଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ୫୦ ରନ୍‌ରେ ୫ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ୟୁପି ୱାରିୟର୍ଜର ସମ୍ମାନ ଦୀପ୍ତି ଶର୍ମା (୪୫*) ଓ ଡିଣ୍ଡ୍ରା ଡଟିନ (୪୦*) ରଖିଥିଲେ। ଉଭୟ ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୮୩ ରନ୍ ଯୋଡ଼ି ଦଳୀୟ ସ୍କୋର୍‌କୁ ୧୪୦ ରନ୍‌ର ପାର କରାଇଥିଲେ। ତେବେ ଆର୍‌ସିବି ବୋଲରଙ୍କ ମାପଚୁପ ବୋଲିଂ ପାଇଁ ଆଶାଜନକ ଭାବେ ରନ୍‌ ଗତି ବଢ଼ାଇ ପାରି ନଥିଲେ।

ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ

ଜବାବରେ ଗ୍ରେସ୍‌ ହାରିସ୍‌ଙ୍କ ବିସ୍ଫୋରକ ୮୫ ରନ୍‌ ବଳରେ ଆର୍‌ସିବି ମାତ୍ର ଗୋଟିଏ ୱିକେଟ୍‌ ହରାଇ ୧୪୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଧିନାୟିକା ସ୍ମୃତି ମନ୍ଧାନା ମଧ୍ୟ ମାତ୍ର ୩୨ ବଲ୍‌ରୁ ୪୭ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ। ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ଆର୍‌ସିବି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଉଠିଥିଲା। ୟୁପି ସେହି ଦୁଇଟି ମ୍ୟାଚ୍‌ରୁ ଲଗାତାର ଦ୍ବିତୀୟ ପରାଜୟ ବରଣ କରି ସବା ଶେଷ ସ୍ଥାନରେ ପୂର୍ବଭଳି ଘୁଶୁଡ଼ିଥିଲା।

Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe