Cricket: ବିଶ୍ବ ଦେଖିଲା ବୈଭବଙ୍କ ଦମ୍‌: ପିଟିଲେ ୧୫ଟି ଛକା ଓ ୧୫ଟି ଚୌକା ସହ ୧୭୫ ରନ୍‌

Advertisment

ଜିମ୍ବାଓ୍ବେର ହରାରେ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ବକପର ଫାଇନାଲ୍‌ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି। ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଛନ୍ତି...

ଜିମ୍ବାଓ୍ବେର ହରାରେ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ବକପର ଫାଇନାଲ୍‌ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି। ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଛନ୍ତି...

Untitled-15.jpg

ହରାରେ: ଜିମ୍ବାଓ୍ବେର ହରାରେ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ବକପର ଫାଇନାଲ୍‌ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି। ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଯୁବ କ୍ରିକେଟ୍‌ ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ପ୍ରଚଣ୍ଡ ଆକ୍ରମଣରେ ଇଂଲଣ୍ଡ ଦଳର ବୋଲରମାନେ ନିସ୍ପ୍ରଭ ସାବ୍ୟସ୍ତ ହୋଇଛନ୍ତି। ଲାଗୁଥିଲା ଯେପରି ବୈଭବଙ୍କ ପାଇଁ ଇଂଲଣ୍ଡ ବୋଲରଙ୍କ ପାଖରେ କୌଣସି ଉତ୍ତର ନଥିଲା। 

ଆହୁରି ପଢ଼ନ୍ତୁ: Blood Donation: ରକ୍ତ ଦେଲେ ୧୧୧ଜଣ ବୈଷୟିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ

ବୈଭବ ମାତ୍ର ୫୫ଟି ବଲ୍‌ରେ ଶତକ ଅର୍ଜନ କରିବା ପରେ ନିଜର ୧୫୦ ରନ୍‌ ପୂରଣ କରିବାକୁ ଆଉ ମାତ୍ର ୧୬ଟି ବଲ ନେଇଥିଲେ। ଶେଷରେ ସେ ମାତ୍ର ୮୦ଟି ବଲ୍‌ରୁ ୧୭୫ ରନ୍‌ କରିବା ପରେ ମ୍ୟାନି ଲମ୍ସଡେନଙ୍କ ବଲରେ ଥମାସ ରିଉଙ୍କ ହାତରେ ଧରା ପଡ଼ିଥିଲେ। ନିଜର ଏହି ଇନିଂସରେ ସେ ଏପର୍ଯ୍ୟନ୍ତ ୧୫ଟି ଛକା ଓ ୧୫ଟି ଚୌକା ମାରିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ମାତ୍ର ୨୫ ଓଭରରେ ୨୫୦ ରନ୍‌ ପୂରଣ କରିଥିଲା।

ଆହୁରି ପଢ଼ନ୍ତୁ: Security Force Operation: ନକ୍ସଲଙ୍କ ୨ଟି ସହିଦ ସ୍ମାରକୀ ଧ୍ବସଂ କଲେ ଯବାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe