୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ରାସ୍ତା ଉପରୁ ୩୦ ଫୁଟ ତଳକୁ ଖସିଲା

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦୮ ଆମ୍ବୁଲାନ୍ସ ରାସ୍ତା ଉପରୁ ୩୦ ଫୁଟ ତଳକୁ ଖସିଯାଇଛି। କେନ୍ଦୁଝର ଡାକ୍ତରଖାନାରେ ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ କୁଆଝରଣା ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା...

108 ambulance crashes: falls 30 feet off road

108 ambulance crashes: falls 30 feet off road Photograph: (sambad.in)

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦୮ ଆମ୍ବୁଲାନ୍ସ ରାସ୍ତା ଉପରୁ ୩୦ ଫୁଟ ତଳକୁ ଖସିଯାଇଛି। କେନ୍ଦୁଝର ଡାକ୍ତରଖାନାରେ ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ  କୁଆଝରଣା ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ଅଧିକ ପଢ଼ନ୍ତୁ: ଲିଙ୍ଗରାଜ ମନ୍ଦିର ଉପରେ ୧୫ ମିନିଟ୍ ଧରି ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍: ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଶଙ୍କା

ଡ୍ରାଇଭର କହିଛନ୍ତି, ଆଉ ଏକ ଗାଡି ହଠାତ ସାଇଡ୍ ମାରିବାରୁ ଭାରସାମ୍ୟ ହରାଇ ବସିଥିଲେ। ପରିସ୍ଥିତି ବୁଝିଲାବେଳକୁ ୧୦୮ ଆମ୍ବୁଲାନ୍ସ ରାସ୍ତାଠାରୁ ୩୦ ଫୁଟ ତଳକୁ ଖସି ସାରିଥିଲା।

ଦୁର୍ଘଟଣାରେ ଡ୍ରାଇଭରଙ୍କର ମୁଣ୍ଡ ଫାଟିଯାଇ ଥିବାବେଳେ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ଅଧିକ ପଢ଼ନ୍ତୁ: ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

Keonjhar | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe