ଜରୁରୀକାଳୀନ ପରିସ୍ଥିତିରେ ଜେଲ୍‌ରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ସନ୍‌ ସହିତ ମାଗଣା ଚିକିତ୍ସା ସୁବିଧା

Advertisment

ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍‌ରେ ଥିବା ଲୋକଙ୍କୁ ୨୦ ହଜାର ଟଙ୍କା ପେନସନ୍ ପ୍ରଦାନ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି...

ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍‌ରେ ଥିବା ଲୋକଙ୍କୁ ୨୦ ହଜାର ଟଙ୍କା ପେନସନ୍ ପ୍ରଦାନ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି...

20,000 pension and free medical facility to the jailed people in case of emergency

20,000 pension and free medical facility to the jailed people in case of emergency

ଭୁବନେଶ୍ୱର: ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍‌ସନ୍‌ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି ବୋଲି ସୋମବାର ଗୃହ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସୋମବାର ରାଜ୍ୟ ଗୃହ (ସ୍ବତନ୍ତ୍ର ବିଭାଗ) ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଜରୁରୀକାଳୀନ ଅବସ୍ଥାରେ (୧୯୭୫-୧୯୭୭) ଗିରଫ ହୋଇଥିବା ସଂଗ୍ରାମୀଙ୍କ ପାଇଁ ଓଡିଶା ସରକାର ମାସିକ ପେନସନ୍ ଏବଂ ଚିକିତ୍ସା ଖର୍ଚ୍ଚ କଭରେଜ୍ ଘୋଷଣା କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ ଯାଇଥିବା ଏବଂ ବର୍ତ୍ତମାନ ଜୀବିତ ଥିବା ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ।

ଅଧିକ ପଢ଼ନ୍ତୁ:  ଭୂମିକମ୍ପ ପରେ ଜାପାନରେ ସୁନାମି ସତର୍କତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe