ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଘଟିଛି ଦୁର୍ଘଟଣା। ତିରିଙ୍ଗରୁ ବାରିପଦା ଯାଉଥିବା ଶ୍ରୀଗଣେଶ ନାମକ ବସ୍ଟି ଭାରସାମ୍ୟ ହରାଇ ଏକ କାର୍ ଉପରେ ଓଲଟି ପଡ଼ିଛି।
କେତେ ଜଣ ହୋଇଛନ୍ତି ଆହତ ?
ଫଳରେ କାରରେ ବସିଥିବା ଦୁଇ ଜଣ ମେଡ଼ିସିନ ରିପ୍ରେଜିନଟିବ ଗୁରୁତର ହେବା ସହିତ ୪୦ରୁ ଉର୍ଦ୍ଧ୍ବ ଥିବା ଯାତ୍ରୀ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ:Trump Repeats Claim: ଭାରତ ରୁଷ୍ଠାରୁ ତୈଳ କିଣିବ ନାହିଁ ବୋଲି ପୁଣି ଥରେ କଥା ଦୋହରାଇଲେ ଟ୍ରମ୍ପ୍
ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ଲାଗି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ୩ ଟି ଆମ୍ବୁଲାନ୍ସ, ଦମକଳବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।
ଆହୁରି ପଢ଼ନ୍ତୁ:BrahMos: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା, ଏବେ ବ୍ରହ୍ମୋସ ଟାର୍ଗେଟରେ ଅଛି ପାକିସ୍ତାନ: ରାଜନାଥ ସିଂହ
Mayurbhanj | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/18/accident-at-duarsuni-ghati-bus-overturns-on-car-25-passengers-injured-2025-10-18-14-31-17.jpg)