କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ବାଉଁଶ ବାଡ଼, କଣ୍ଟା ତାର, ବ୍ୟାରିକେଡ୍

Advertisment

କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ଓଡ଼ିଶାର ବିଜେପି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି। ବାଉଁଶ ବାଡ଼, କଣ୍ଟା ତାର, ବ୍ୟାରିକେଡ୍‌ର ବ୍ୟବହାର କରାଯାଇଛି...

କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ଓଡ଼ିଶାର ବିଜେପି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି। ବାଉଁଶ ବାଡ଼, କଣ୍ଟା ତାର, ବ୍ୟାରିକେଡ୍‌ର ବ୍ୟବହାର କରାଯାଇଛି...

Bamboo fences, barbed wire, barricades to stop Congress workers

Bamboo fences, barbed wire, barricades to stop Congress workers Photograph: (sambad.in)

ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ଓଡ଼ିଶାର ବିଜେପି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି। ବାଉଁଶ ବାଡ଼, କଣ୍ଟା ତାର, ବ୍ୟାରିକେଡ୍‌ର ବ୍ୟବହାର କରାଯାଇଛି। ସରକାର ଏକଛତ୍ରବାଦୀ ଶାସନର ମୁହଁ ଦେଖାଉଛନ୍ତି।

ଅଧିକ ପଢ଼ନ୍ତୁ: ଆମ ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କର ସାହସ ନାହିଁ: କଂଗ୍ରେସ

ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି। ବିଜେପି ସରକାର ଆମର ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ନୁହଁନ୍ତି। ତେଣୁ ଆମ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

ଅଧିକ ପଢ଼ନ୍ତୁ: ସୁପର୍‌ଷ୍ଟାର୍‌ଙ୍କୁ ଭେଟିବା ଉଦ୍ୟମ କରି ପୁଲିସ୍‌ଠୁ ମାଡ଼ ଖାଇଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe