ଟାଟା ଏସିଇକୁ ପିଟିଲା କାର୍‌: ୨ ମୃତ

ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଯାଁଳା ଫାଣ୍ଡି ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାଟା ଏସିଇକୁ ଏକ କାର୍ ଧକ୍କା ଦେଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି...

Car hit Tata ACE

Car hit Tata ACE

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଯାଁଳା ଫାଣ୍ଡି ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାଟା ଏସିଇକୁ ଏକ କାର୍ ଧକ୍କା ଦେଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ଏହା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି । ରୋଡ୍ ଡିଭାଇଡର ଭାଙ୍ଗି ବିପରୀତ ରାସ୍ତାରୁ ଆସି କାର୍ ଟାଟା ଏସିଇକୁ ଧକ୍କା ଦେଇଥିଲା।  

ଖୋର୍ଦ୍ଧା ଆସୁଥିବା କାର୍ ଭୁବନେଶ୍ବର ଯାଉଥିବାବେଳେ ହଠାତ ଡିଭାଇଡର ଭାଙ୍ଗି ବିପରୀତ ରାସ୍ତାରେ ଖୋର୍ଦ୍ଧା ପଟୁ ଆସୁଥିବା ଟାଟା ଏସିଇକୁ ତୀବ୍ର ଗତିରେ ଧକ୍କା ଦେଇଥିଲା। 

ଅଧିକ ପଢ଼ନ୍ତୁ: ପ୍ରେସର ବୋମା ବିସ୍ଫୋରଣ: ୨ ଯବାନ ଓ ଜଣେ ଶିଶୁକନ୍ୟା ଆହତ

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ଇନଫୋ ଭ୍ୟାଲି ଥାନା ପୁଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ଲାଗି ମେଡିକାଲ ପଠାଇବା ସହ ଗାଡି ଦୁଇଟିକୁ ଜବତ କରିଛି ।  ଏହା ସହିତ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଚଳିତ ମହାକୁମ୍ଭରେ ଚର୍ଚ୍ଚାରେ ଭାସମାନ ପୁଲିସ ଷ୍ଟେସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe