Cold wave in the state, Daringwadi temperature 8.5 degree Photograph: (sambad.in)
ଭୁବନେଶ୍ୱର : ଓଡ଼ିଶାରେ ଶୀତ ଲହରୀ ଆରମ୍ଭ ହୋଇଛି। ହଠାତ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ପଡ଼ିବା ଆରମ୍ଭ କରିଛି। ସାରା ରାଜ୍ୟରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ୨୧ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଜି. ଉଦୟଗିରିର ତାପମାତ୍ରା ୮.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ଆହୁରି ପଢ଼ନ୍ତୁ:Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ?
Follow Us