ନୂଆବର୍ଷରେ ଫୁଲତୋଡା ନୁହେଁ,ଉପହାର ଦିଅନ୍ତୁ ଗଛଚାରା: ଆଇନମନ୍ତ୍ରୀ

ନୂଆବର୍ଷରେ ପ୍ରିୟଜନଙ୍କୁ ଫୁଲତୋଡା ଦିଅନ୍ତୁ ନାହିଁ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଫୁଲତୋଡା ବଦଳରେ ଗଛଚାରା ଉପହାର ଦେବାକୁ ସେ କହିଛନ୍ତି...

Prithviraj Harichandan

ଭୁବନେଶ୍ବର:  ନୂଆବର୍ଷରେ ପ୍ରିୟଜନଙ୍କୁ ଫୁଲତୋଡା ଦିଅନ୍ତୁ ନାହିଁ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଫୁଲତୋଡା ବଦଳରେ ଗଛଚାରା ଉପହାର ଦେବାକୁ ସେ କହିଛନ୍ତି।  ଚାରା ପରିବେଶକୁ ସୁରକ୍ଷା ଦେବ।

ଏହି ଉପହାର  ଜଳବାୟୁକୁ ସଂରକ୍ଷଣ କରିବା ସହିତ ପରିବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁୂ: ଅଦିନିଆ ବର୍ଷାରେ ଫସଲହାନୀ: ମୁଖ୍ୟମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ

ନିର୍ବାଚନୀ ଇସ୍ତାହାରରେ ଜଳବାୟୁ ପରିବର୍ତ୍ତନ କଥା ଲେଖିଥିଲୁ।  ଜଳବାୟୁ ସଂରକ୍ଷଣ ପ୍ରତି ଆମେ ସଜାଗ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁୂ: ପଞ୍ଚଭୂତରେ ଲୀନ ହେଲେ ମନମୋହନ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe