ପୁରୀ ତୀର୍ଥଯାତ୍ରୀ ବସ୍‌ରେ ଅଗ୍ନିକାଣ୍ଡ

Advertisment

ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏକ ବଡ଼ ଦୁର୍ଘଟଣାରୁ ତୀର୍ଥଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ବସ୍‌ରେ ୪୦ ଜଣ ତୀର୍ଥଯାତ୍ରୀ ଥିଲେ...

Updated On

ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏକ ବଡ଼ ଦୁର୍ଘଟଣାରୁ ତୀର୍ଥଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ବସ୍‌ରେ ୪୦ ଜଣ ତୀର୍ଥଯାତ୍ରୀ ଥିଲେ...

ଅଦ୍ୟତନ ହୋଇଛି
Fire in Puri pilgrim bus

Fire in Puri pilgrim bus Photograph: (sambad.in)

ଭଦ୍ରକ: ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ବୁଧବାର ଅଗ୍ନିକାଣ୍ଡ ଘଟିଛି।  ତେବେ ଏକ ବଡ଼ ଦୁର୍ଘଟଣାରୁ ତୀର୍ଥଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ବସ୍‌ରେ ୪୦ ଜଣ ତୀର୍ଥଯାତ୍ରୀ ଥିଲେ। 

ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ପଛରେ ନିଆଁ ଲାଗିଯାଇଥିଲା।  

ଅଧିକ ପଢ଼ନ୍ତୁ: 'ପୁଷ୍ପା-୨' ନିର୍ଦ୍ଦେଶକ ସୁକୁମାରଙ୍କ ଘରେ ଚଢାଉ କଲା ଆୟକର ବିଭାଗ

ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ବସ୍‌କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଏକ ବସ୍‌ରେ  ୪୦ ଜଣ ତୀର୍ଥଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି। 

Fire in Puri pilgrim bus
Fire in Puri pilgrim bus

ଅଧିକ ପଢ଼ନ୍ତୁ: ମାଲକାନଗିରି ଲ୍ୟାମ୍ପସ ମାଣ୍ଡିଆ ମଣ୍ଡି ଆରମ୍ଭ ନେଇ ବିଳମ୍ବ ଯୋଗୁ ଦଲାଲ ସକ୍ରିୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe