ଜବରଦଖଲ ଉଚ୍ଛେଦ

ରାଉରକେଲା ମହାନଗର ପକ୍ଷରୁ ପାନପୋଷ ତାରିଣୀ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ଥଇଥାନ ନକରି ଉଛେଦକୁ ନେଇ ଦୋକାନୀ ଓ ଆରଏମସି କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି...

ଜବରଦଖଲ ଉଚ୍ଛେଦ

ଜବରଦଖଲ ଉଚ୍ଛେଦ Photograph: (sambad.in)

ରାଉରକେଲା: ରାଉରକେଲା ମହାନଗର ପକ୍ଷରୁ ପାନପୋଷ ତାରିଣୀ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରାଯାଉଛି।

ଥଇଥାନ ନକରି ଉଛେଦକୁ ନେଇ ଦୋକାନୀ ଓ ଆରଏମସି କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି।

ଅଧିକ ପଢ଼ନ୍ତୁ: କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ହବ୍‌କୁ ପଠାଗଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର

ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ବୋଲି ଆରଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ପ୍ରସୂତୀ ୱାର୍ଡର ପାଇଖାନାରେ କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe