Former BJD MLA Bikram Panda arrest issue: ବିକ୍ରମ ପଣ୍ଡାଙ୍କ ଗିରଫ ନେଇ ପ୍ରତିବାଦ କରିବ ବିଜେଡି

ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଗିରଫଦାରୀ ନେଇ ବିଜେଡି ବିକ୍ଷୋଭ ସମାବେଶ କରିବ । ଏଥିରେ ବିଜେଡିର ବରିଷ୍ଠ ବିଧାୟକଙ୍କ ସମେତ ନେତା ମଧ୍ୟ ସାମିଲ ହେବେ ବୋଲି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି....

Former BJD MLA Bikram Panda arrest issue: BJD will protest against Bikram Panda's arrest

Former BJD MLA Bikram Panda arrest issue: BJD will protest against Bikram Panda's arrest Photograph: (sambad.in)

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଗିରଫଦାରୀ ନେଇ ବିଜେଡି ବିକ୍ଷୋଭ ସମାବେଶ କରିବ। ଏଥିରେ ବିଜେଡିର ବରିଷ୍ଠ ବିଧାୟକଙ୍କ ସମେତ ନେତା ମଧ୍ୟ ସାମିଲ ହେବେ ବୋଲି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। 

ଅପରାଧୀକୁ ସୁରକ୍ଷା ଦେବା ବିଜେଡିର ଧର୍ମ କିମ୍ବା ଚରିତ୍ର ନୁହେଁ। ଅପରାଧୀଙ୍କୁ ଦଣ୍ଡ ଦେବାରେ ଆମେ ବିଶ୍ୱାସ କରୁ। କିନ୍ତୁ ବିନା ଅପରାଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ବ୍ୟକ୍ତିଙ୍କୁ ଅପରାଧୀକ ମାମଲାରେ ଛନ୍ଦି ଦେବାକୁ ଆମେ ବିରୋଧ କରିବୁ। ଆମେ ଚାହୁଁ ଯିଏ ଅପରାଧୀ ଦଣ୍ଡ ପାଉ ଏବଂ ନିର୍ଦ୍ଦୋଷ ନ୍ୟାୟ ପାଉ।

ଆହୁରି ପଢ଼ନ୍ତୁ:CBI probe into police SI recruitment scam:ଏସଆଇ ପରୀକ୍ଷା ଦୁର୍ନୀତି ନେଇ ଶାସକ ବିରୋଧୀ ମୁହାଁମୁହିଁ

ଶବ ଉପରେ କିଏ ରାଜନୀତି କରୁଛି ?

ଶବ ଉପରେ କିଏ ରାଜନୀତି କରୁଛି ଲୋକେ ବିଚାର କରିବେ। ବିଜେଡ଼ି ଶସ୍ତା ରାଜନୀତି କରେ ନାହିଁ। ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ ବୋଲି ଗଣେଶ୍ୱର ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ:Tejaswi will be cm face: ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe