Gold ornamentslooted hand and foot tied: ମାମୁ ଭଣଜାଙ୍କର ଗୋଡ଼ ହାତ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

Advertisment

ଲଇକେରା ଥାନା କୁଅଁରମାଲ ଗ୍ରାମର ମଳୟ ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ବୁଧବାର ମଳୟ ଏବଂ ତାଙ୍କ ପତ୍ନୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘରେ ମଳୟଙ୍କର ପୁଅ ମନର୍ସ ଏବଂ ମାମୁ ରାତିରେ ଶୋଇଥିଲେ....

ଲଇକେରା ଥାନା କୁଅଁରମାଲ ଗ୍ରାମର ମଳୟ ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ବୁଧବାର ମଳୟ ଏବଂ ତାଙ୍କ ପତ୍ନୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘରେ ମଳୟଙ୍କର ପୁଅ ମନର୍ସ ଏବଂ ମାମୁ ରାତିରେ ଶୋଇଥିଲେ....

Gold ornamentslooted hand and foot tied

Gold ornamentslooted hand and foot tied Photograph: (sambad.in)

ଲଇକେରା: ଲଇକେରା ଥାନା କୁଅଁରମାଲ ଗ୍ରାମର ମଳୟ ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ବୁଧବାର ମଳୟ ଏବଂ ତାଙ୍କ ପତ୍ନୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘରେ ମଳୟଙ୍କର ପୁଅ ମନର୍ସ ଏବଂ ମାମୁ ରାତିରେ ଶୋଇଥିଲେ।  

ରାତି ପ୍ରାୟ ଗୋଟାଏ ବେଜେ ଚାରିଜଣ ମୁଖା ପିନ୍ଧା ଯୁବକ ଘରେ ପଶି ମାମୁ ଭଣଜା ଦୁଇଜଣଙ୍କୁ ବାନ୍ଧି ଦେଇ ନିସ୍ତୁକ ମାଡ଼ମାରି ଥିଲେ। ଘରର ଆଲମୀରା ଖୋଲି ଆସବାବପତ୍ର ସବୁ ଖେଳେଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ କିଛି ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: Tragic outcome of the land dispute: ଜମି ବାଡ଼ି ଗଣ୍ଡଗୋଳରୁ ବଡ଼ ଭାଇଙ୍କୁ ଠେଙ୍ଗାରେ ପିଟି ମାରିଲା ସାନ ଭାଇ

ଖବର ପାଇ ଲଇକେରା ଥାନାଧିକାରୀ ଦିଲିପ ବେହେରା ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁରକୁ ନେଇ ସିସି କ୍ୟାମେରା ଯାଞ୍ଚ୍ କରିଥିବା ବେଳେ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ:Ayodhya Temple Time table Changed: ଅଯୋଧ୍ୟା ଯିବାର ଯୋଜନା କରୁଛନ୍ତି କି? ଜାଣନ୍ତୁ ଏବେ କେତେ ସମୟ ଖୋଲିବ ରାମଲାଲାଙ୍କ ମନ୍ଦିର

ଭରତ ପାତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe