Government doesn't have the courage to answer our questions: Congress Photograph: (sambad.in)
ଭୁବନେଶ୍ୱର: ରାମମନ୍ଦିର ପାଖରୁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ବିଧାନସଭା ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା ଜାରି ରହିବ । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।
କଂଗ୍ରେସର ନାରୀକୁ ନ୍ୟାୟ ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ ସାମିଲ ହୋଇଛନ୍ତି। ନିଲମ୍ବିତ ବିଧାୟକ ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ପଦଯାତ୍ରାରେ ଦଳୀୟ କର୍ମୀଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ମହମ୍ମଦ ୟୁନୁସଙ୍କୁ ଚିଠି ଲେଖିଲେ ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା
congress | BJP
Follow Us