Price increase of 'Sambad': ପାଠକଙ୍କ ପାଇଁ ସୂଚନା: ‘ସମ୍ବାଦ’ର ମୂଲ୍ୟବୃଦ୍ଧି

Advertisment

ଆନ୍ତର୍ଜାତିକ ବଜାରରେ ବାରମ୍ବାର ନିଉଜ୍‌ପ୍ରିଣ୍ଟର ମୂଲ୍ୟ ବୃଦ୍ଧି ଘଟୁଛି। ଖବରକାଗଜ ଛାପା ସାମଗ୍ରୀ ବାବଦ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଚାଲିଛି। ଏହା ସତ୍ତ୍ବେ ଅନେକ ଦିନ ଧରି ମୂଲ୍ୟବୃଦ୍ଧିଜନିତ ବୋଝରେ ଗ୍ରାହକଙ୍କୁ ଭାରାକ୍ରାନ୍ତ କରିବାକୁ ଉଚିତ ମନେ କରି ନଥିଲୁ।

sambad

Photograph: (Wikipedia)

ଆନ୍ତର୍ଜାତିକ ବଜାରରେ ବାରମ୍ବାର ନିଉଜ୍‌ପ୍ରିଣ୍ଟର ମୂଲ୍ୟ ବୃଦ୍ଧି ଘଟୁଛି। ଖବରକାଗଜ ଛାପା ସାମଗ୍ରୀ ବାବଦ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଚାଲିଛି। ଏହା ସତ୍ତ୍ବେ ଅନେକ ଦିନ ଧରି ମୂଲ୍ୟବୃଦ୍ଧିଜନିତ ବୋଝରେ ଗ୍ରାହକଙ୍କୁ ଭାରାକ୍ରାନ୍ତ କରିବାକୁ ଉଚିତ ମନେ କରି ନଥିଲୁ। ନିକଟ ଅତୀତରେ ବିଭିନ୍ନ କାରଣରୁ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଅଧିକ ହ୍ରାସ ପାଇବା ଯୋଗୁଁ କାଗଜ ଓ ଛପା ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି।

Examination: ଭଦ୍ରକ ଜିଲ୍ଲାରେ ୨୨ ହଜାର ଛାତ୍ର ଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା

ଫଳରେ ୭ ଟଙ୍କା ଦରରେ ଦୈନିକ ‘ସମ୍ବାଦ’ ଯୋଗାଇ ଦେବା ଏବେ ଆଉ ସମ୍ଭବପର ହେଉ ନାହିଁ। ତେଣୁ ଆସନ୍ତା ଜାନୁଆରି ୨୩ ତାରିଖ, ଶୁକ୍ରବାରଠାରୁ ‘ସମ୍ବାଦ’ର ଦୈନିକ ମୂଲ୍ୟ ୯ ଟଙ୍କାକୁ ବୃଦ୍ଧି କରିବା ପାଇଁ ବାଧ୍ୟ ହେଉଛୁ। ସହୃଦୟ ପାଠକପାଠିକାମାନେ ପୂର୍ବ ଭଳି ‘ସମ୍ବାଦ’ ପ୍ରତି ସଦିଚ୍ଛା ଓ ସହଯୋଗ ଅବ୍ୟାହତ ରଖିବେ ବୋଲି ଆଶା କରୁଛୁ।
ସଂପାଦକ

Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍‌ଆଇଭି ପଜିଟିଭ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe