ଭାରସାମ୍ୟ ହରାଇ ପୋଲରେ ପିଟି ହେଲା ଇନୋଭା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisment

ବୌଦ୍ଧ ଜିଲ୍ଲାର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ବ୍ଲକ ମୁରଶୁଣ୍ଢୀ ପଞ୍ଚାୟତ ଗମ୍ଭାରୀପଦର ପୋଲଠାରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ଇନୋଭା କାର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା....

Updated On

ବୌଦ୍ଧ ଜିଲ୍ଲାର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ବ୍ଲକ ମୁରଶୁଣ୍ଢୀ ପଞ୍ଚାୟତ ଗମ୍ଭାରୀପଦର ପୋଲଠାରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ଇନୋଭା କାର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା....

ଅଦ୍ୟତନ ହୋଇଛି
Innova lost control and crashed into the pole, with few passengers

Innova lost control and crashed into the pole, with few passengers Photograph: (sambad.in)

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲାର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ବ୍ଲକ ମୁରଶୁଣ୍ଢୀ ପଞ୍ଚାୟତ ଗମ୍ଭାରୀପଦର ପୋଲଠାରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ଇନୋଭା କାର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ତେବେ କାରରେ ଥିବା ତିନି ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଭୁବନେଶ୍ୱରରୁ ଏକ ପରିବାର ବଲାଙ୍ଗୀର ଯାଇ ସେଠାରୁ ଇନୋଭାରେ ଭୁବନେଶ୍ୱର ଫେରୁଥିବା ବେଳେ ଏକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ କାର ଭାରସାମ୍ୟ ହରାଇ ବସିଥିଲା।

ଅଧିକ ପଢ଼ନ୍ତୁ: ପ୍ରେସର ବୋମା ବିସ୍ଫୋରଣ: ୨ ଜଣ ଯବାନ ଆହତ

ଫଳରେ ଇନୋଭା କାରଟି ଗମ୍ଭାରୀପଦର ପୋଲରେ ପିଟି ହୋଇ ଯାଇଥିଲା। ବଲାଙ୍ଗୀରରୁ ଇନୋଭାରେ ଫେରୁଥିବା ତିନିଜଣ ଯୁବକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ। ଇନୋଭାର ସାମ୍ନାପଟ ସମ୍ମୁର୍ଣ୍ଣ ଚୁରମାର ହୋଇଯାଇଛି। 

ଅଧିକ ପଢ଼ନ୍ତୁ: ରେଞ୍ଜର ପରେ ପାକିସ୍ତାନୀ ନାଗରିକଙ୍କୁ ଗିରଫ କଲା ବିଏସଏଫ ଯବାନ

 Boudh | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe