Land sale-purchase at tehsil office: ନଭେମ୍ବର ୧ ରୁ ତହସିଲ ଅଫିସରେ ହେବ ଜମି କିଣାବିକା: ରାଜସ୍ବ ମନ୍ତ୍ରୀ

ଏବେ ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ୧ ରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ। ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ.....

Land sale and purchase will be done at tehsil offices from November 1: Revenue Minister

Land sale and purchase will be done at tehsil offices from November 1: Revenue Minister Photograph: (sambad.in)

ଭୁବନେଶ୍ବର: ଏବେ ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ୧ ରୁ ତହସିଲ ଅଫିସରେ  ଜମି କିଣାବିକା ହୋଇ ପାରିବ ହୋଇପାରିବ।

ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:Tiger leaves forest enters countryside: ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ: ଚାଷ ଜମିରେ ପାଦ ଚି଼ହ୍ନ

ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ  ଏହି ସେବା ଆରମ୍ଭ ହେବ।

ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ

ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି   ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:Mother's unique love:ମଲା ଛୁଆକୁ ଜଗି ରହିଛି ମା’ହାତୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe