ବିଷାକ୍ତ ଖାଦ୍ୟଖାଇ ୨୦ରୁ ଅଧିକ ଯାତ୍ରୀ ଅସୁସ୍ଥ

Advertisment

ବେଙ୍ଗାଲୁରୁରୁ ତୀର୍ଥରେ ବାହାରିଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ସହରରୁ ୫୦ ଜଣ ଯାତ୍ରୀ ଏକ ବସରେ ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ବାହାରିଥିଲେ...

More than 20 passengers fall ill after eating food poisoning

More than 20 passengers fall ill after eating food poisoning Photograph: (sambad.in)

ସୋର: ବେଙ୍ଗାଲୁରୁରୁ ତୀର୍ଥରେ ବାହାରିଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ସହରରୁ ୫୦ ଜଣ ଯାତ୍ରୀ ଏକ ବସରେ ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ବାହାରିଥିଲେ।  

୨୫ ଦିନର ଏହି ଟୁର୍‌ରେ ଗୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ସୋର ନିକଟରେ ଗତକାଲି ରାତିରେ ଭାତ,ତରକାରୀ ଓ ସାମ୍ବର ରୋଷେଇ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ସିଡ଼ିଓ ଏବଂ ବିଡ଼ିଓମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଟାସ୍କ

ଖାଇବାର କିଛି ସମୟ ପରେ ୨୦ରୁ ଅଧିକ ଲୋକ ଅସୁସ୍ଥତା ଅନୁଭବ କରିବା ସହିତ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସମସ୍ତଙ୍କୁ ଚିକିତ୍ସା ଲାଗି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି।

ଅଧିକ ପଢ଼ନ୍ତୁ: ଦୁଷ୍ଟ ଦେଶ ହାତରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ ତ ? ପ୍ରଶ୍ନ ଉଠାଇ ବିଶ୍ବର ନଜରକୁ ଆଣିଲେ ପ୍ରତିରକ୍ଷା ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe