ଆସନ୍ତାକାଲି ଭୁବନେଶ୍ୱରରେ ଜାତୀୟ ମହିଳା କମିସନଙ୍କ ଜନଶୁଣାଣି

Advertisment

ଜାତୀୟ ମହିଳା କମିସନ (ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ "ମହିଳା ଜନ ସୁନୱାଇ" ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି...

ଜାତୀୟ ମହିଳା କମିସନ (ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ "ମହିଳା ଜନ ସୁନୱାଇ" ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି...

 public hearing of the National Commission for Women tomorrow in Bhubaneswar

public hearing of the National Commission for Women tomorrow in Bhubaneswar Photograph: (sambad.in)

ଭୁବନେଶ୍ୱର: ଜାତୀୟ ମହିଳା କମିସନ(ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ "ମହିଳା ଜନ ସୁନୱାଇ" ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି।

ଏନସିଡିବ୍ଲୁ ଅଧ୍ୟକ୍ଷା ବିଜୟା କିଶୋର ରାହତକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ ଅଞ୍ଚଳର ମହିଳାମାନଙ୍କଠାରୁ ନୂତନ ଅଭିଯୋଗ ଗ୍ରହଣ କରିବା।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ଛାଡିଲେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି: ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ ଶେଷ ମ୍ୟାଚ୍

ଜନଶୁଣାଣିକୁ ସୁଗମ କରିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିବାକୁ କମିସନ ଓଡ଼ିଶା ଡିଜିପିଙ୍କୁ ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ: ସଂସଦର ଅଧିବେଶନରେ ଯୋଗ ଦେଇପାରିବେ ସାଂସଦ ଇଂଜିନିୟର ରସିଦ, କୋର୍ଟ ଦେଲେ ଅନୁମତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe