Journalist Dead: ସାମ୍ବାଦିକ ରବି କାନୁନଗୋଙ୍କ ପରଲୋକ

Advertisment

ସାମ୍ବାଦିକ ରବି କାନୁନଗୋଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ।

Updated On

ସାମ୍ବାଦିକ ରବି କାନୁନଗୋଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ।

ଅଦ୍ୟତନ ହୋଇଛି
Untitled-20.jpg

ଭୁବନେଶ୍ବର: ସାମ୍ବାଦିକ ରବି କାନୁନଗୋ (ରବି ଭାଇ)ଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ।

ଆହୁରି ପଢ଼ନ୍ତୁ: Bull: ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢ

ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରବି କାନୁନଗୋ ବୁଧବାର ରାତି ୧ଟା ୧୫ମିନିଟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେ ଥିଲେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଓଡିଆ ଭାଷା-ସାହିତ୍ୟର ସୁରକ୍ଷା ସମୃଦ୍ଧିରେ ସେ ଥିଲେ ଅଗ୍ରଦୂତ। ସୂର୍ଯ୍ୟପ୍ରଭା ଖବରକାଗଜର ସମ୍ପାଦକ ଭାବେ ଦକ୍ଷତାର ସହିତ କାର୍ଯ୍ଯ କରି ନିଜର ନିର୍ଭିକ, ସ୍ପଷ୍ଟବାଦୀ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାର ପରିଚୟ ଦେଇଥିଲେ। ଜଣେ ଆଗଧାଡ଼ିର ସାହିତ୍ୟିକ ଓ ସାମ୍ବାଦିକ ଭାବରେ ଓଡ଼ିଶାର ଜନ ମାନସରେ ସେ ବେଶ୍ ଆଦୃତ ଓ ସୁପରିଚିତ। ଜଣେ ଭଲ ମଣିଷ ଭାବରେ ଆମ ପରିବାରେ ସେ ଥିଲେ ମୁରବୀ। ସମସ୍ତଙ୍କୁ ସେ ବହୁତ ଭଲ ପାଉଥିଲେ। 

ଆହୁରି ପଢ଼ନ୍ତୁ: Mohan Charan Majhi: କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe