ଶାନ୍ତିପଲ୍ଲୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତ ଗିରଫ

ସହିଦନଗରର ଶାନ୍ତିପଲ୍ଲୀ ବସ୍ତିରେ ହୋଲିରେ ହୋଇଥିବା ହତ୍ୟାକାଣ୍ଡରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗୋପୀ ଗୁଣିଙ୍କ ହତ୍ୟା କାଣ୍ଡ ଘଟଣାରେ ସହିଦନଗର ଥାନା ପୁଲିସ ବାନା ଗୁଣି ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି...

Shantipalli murder case: 2 accused arrested

Shantipalli murder case: 2 accused arrested Photograph: (sambad.in)

ଭୁବନେଶ୍ବର: ସହିଦନଗରର ଶାନ୍ତିପଲ୍ଲୀ ବସ୍ତିରେ ହୋଲିରେ ହୋଇଥିବା ହତ୍ୟାକାଣ୍ଡରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗୋପୀ ଗୁଣିଙ୍କ ହତ୍ୟା କାଣ୍ଡ ଘଟଣାରେ ସହିଦନଗର ଥାନା ପୁଲିସ 

ବାନା ଗୁଣି ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି। ଶନିବାର ହୋଲି ବେଳେ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। 

ଅଧିକ ପଢ଼ନ୍ତୁ: ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବେ ଓଡ଼ିଶା ସରକାର: ମିଳିବ ସବସିଡିଯୁକ୍ତ ଅତ୍ୟାବଶ୍ୟକ ସାମଗ୍ରୀ

ଏହି ହତ୍ୟାକାଣ୍ଡର ଅନ୍ୟ ଜଣେ ଅଭିଯୁକ୍ତ ପିଙ୍କୁ ଗୁଣି ଫେରାର ଥିବା ପୁଲିସ କହିଛି। ଗିରଫ ଅଭିଯୁକ୍ତ ବାନା ଗୁଣି ନାମରେ କମିସନରେଟ ପୁଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମିନା କହିଛନ୍ତି। 

ଅଧିକ ପଢ଼ନ୍ତୁ: ଭୟାବହ ସଡ଼କ ଦୁର୍ଘଟଣା ସମ୍ପର୍କରେ ଜାଣି ପାରିଥିଲେ କି କୁକୁରଦଳ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe