ଉତ୍କଳୀୟଜ୍ ଓ ଆଇଏଚ୍‌ସିଏଲ୍ ସିଲେକ୍‌ସନ୍ସର ‘ଶ୍ବେତାମ୍ବରୀ’

Advertisment

ମହିଳା ଦିବସ ପାଳନ ପୂର୍ବରୁ ଉତ୍କଳୀୟଜ୍ ଓ ଆଇଏଚ୍‌ସିଏଲ୍ ସିଲେକ୍‌ସନ୍ସ ପକ୍ଷରୁ ହସ୍ତତନ୍ତ ନାରୀତ୍ବ ଉତ୍ସବ ‌‘ଶ୍ବେତାମ୍ବରୀ’ ଅନୁଷ୍ଠିତ ହୋଇଯାଇଛି। କାରିଗରୀ ଓ ନାରୀତ୍ବକୁ ସମ୍ମାନ ସ୍ବରୂପ ଆଇଏଚ୍‌ସିଏଲ୍ ତାଜ୍ ସିଲେକ୍‌ସନ୍ସ ସହଯୋଗରେ ହସ୍ତତନ୍ତ ପ୍ରେମୀମ‌ାନେ ଶ୍ବେତାମ୍ବରୀର ଆୟୋଜନ କରିଥିଲେ...

'Shwetambari' by Utkaliyas and IHCL Selections

'Shwetambari' by Utkaliyas and IHCL Selections Photograph: (sambad.in)

ଭୁବନେଶ୍ବର: ମହିଳା ଦିବସ ପାଳନ ପୂର୍ବରୁ ଉତ୍କଳୀୟଜ୍ ଓ ଆଇଏଚ୍‌ସିଏଲ୍ ସିଲେକ୍‌ସନ୍ସ ପକ୍ଷରୁ ହସ୍ତତନ୍ତ ନାରୀତ୍ବ ଉତ୍ସବ ‌‘ଶ୍ବେତାମ୍ବରୀ’ ଅନୁଷ୍ଠିତ ହୋଇଯାଇଛି। କାରିଗରୀ ଓ ନାରୀତ୍ବକୁ ସମ୍ମାନ ସ୍ବରୂପ ଆଇଏଚ୍‌ସିଏଲ୍ ତାଜ୍ ସିଲେକ୍‌ସନ୍ସ ସହଯୋଗରେ ହସ୍ତତନ୍ତ ପ୍ରେମୀମ‌ାନେ ଶ୍ବେତାମ୍ବରୀର ଆୟୋଜନ କରିଥିଲେ।

ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଦ୍ବିତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସମ୍ବଲପୁରୀ ଇକତ୍-ଦ ମାଷ୍ଟରପିସ୍’ର ଲେଖିକା ଡ.ସରିତା ମିଶ୍ର ଯୋଗଦେଇ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା ଉପରେ ଆଲୋକପାତ କରିଥିଲେ।

ଅଧି୍କ ପଢ଼ନ୍ତୁ: ୨ ମାର୍ଚ୍ଚରୁ ତତଲା କଢ଼େଇ ପାଲଟିବ

ପ୍ରାଚୀନ ବୁଣାକାର ପରମ୍ପରାକୁ ସଂରକ୍ଷିତ ରଖିବା ପ୍ରତି ଥିବ‌ା ଅବଦାନକୁ ସ୍ବୀକୃତିଜଣାଇ କାର୍ଯ୍ୟକ୍ରମରେ ଧଳାପଥରର ଦୁଇଜଣ ବିଶିଷ୍ଟ ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

୬୦ ଜଣରୁ ଅଧିକ ମହିଳା ଏହି ଅବସରରେ ପ୍ରାଚୀନ ଧଳା ହସ୍ତତନ୍ତ ଶାଢ଼ି ପିନ୍ଧି ସେଗୁଡ଼ିକୁ ପ୍ରଦର୍ଶିତ କରିଥିଲେ।

ଅଧି୍କ ପଢ଼ନ୍ତୁ: ବୋଲିଂ ବେଳେ ଆହତ ହେଲେ ସାମି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe