ତଲ୍ଲୀନା ପଟ୍ଟନାୟକ ‘ସମ୍ବାଦ’ର ନୂଆ ପ୍ରକାଶକ

Advertisment

‘ସମ୍ବାଦ’ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ତଲ୍ଲୀନା ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବହୁଦିନ ଧରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ।

‘ସମ୍ବାଦ’ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ତଲ୍ଲୀନା ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବହୁଦିନ ଧରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ।

dgdagzcvvc

ଭୁବନେଶ୍ବର: ‘ସମ୍ବାଦ’ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ତଲ୍ଲୀନା ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବହୁଦିନ ଧରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ। ସେ କର୍ପୋରେଟ୍ କାର୍ଯ୍ୟକଳାପରେ ସକ୍ରିୟ ସହଯୋଗ କରିବା ସହ ବୋର୍ଡ ସ୍ତରରେ ରଣନୀତିକ ତଦାରଖ ତଥା ଆଇନଗତ ପରାମର୍ଶ ବି ଦେଇଆସୁଛନ୍ତି।

New Year: ସ୍ମାର୍ଟଫୋନ୍‌-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍‌ କାର୍ଡ’ର ଚାହିଦା

ଶ୍ରୀମତୀ ପଟ୍ଟନାୟକ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ। ଯୁକ୍ତ୨ରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ନିଜ କୃତିତ୍ବର ପ୍ରମାଣ ଦେଇଥିଲେ। ସେ ଲଣ୍ଡନର କିଙ୍ଗ୍‌ସ୍‌ କଲେଜରୁ ଆଇନ ପାଠ୍ୟକ୍ରମ ଶେଷ କରିବା ପରେ ‘ଜେ. ସାଗର ଆସୋସିଏଟ୍‌ସ’ରେ କର୍ପୋରେଟ୍‌ ଓକିଲ ଭାବେ ୮ ବର୍ଷ ଧରି ଆଇନ ପେସାରେ ଦକ୍ଷତା ପ୍ରତିପାଦନ କରିଛନ୍ତି।

Zero Night Celebration: ସବୁ ଗଡ଼ବଡ଼ କରିଦେଲା ଗୁରୁବାର… ନୂଆବର୍ଷ ଭୋଜି ଫିକାଫିକା, ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe