Team India's Champions Trophy win: Chief Minister Mohan, Deputy Chief Minister Singh Deo and Parvathi Parida congratulated
ଭୁବନେଶ୍ୱର: ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡା।
ଅଧିକ ପଢ଼ନ୍ତୁ: ଇତିହାସ ରଚିଲା ଟିମ୍ ଇଣ୍ଡିଆ: ୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା
ଉପମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆ ଅଭିନନ୍ଦନ। ଆପଣଙ୍କ କଠିନ ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ଦଳଗତ ଭାବନା ଦେଶକୁ ଗର୍ବିତ କରିଛି।
ଅଧିକ ପଢ଼ନ୍ତୁ: ଗର୍ବରେ ଫୁଲି ଉଠିଲା ଦେଶର ଛାତି: ଦୁବାଇରେ ଦମଦାର ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ...
Follow Us