Advertisment

Jagannath temple: ପତିତପାବନ ବାନା ଉପରେ ବସିଲା ଚିଲ

Advertisment

ଶ୍ରୀମନ୍ଦିର ପତିତପାବନ ବାନା ବନ୍ଧା ଯାଇଥିବା କାଠି ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି। ଅପରାହ୍ନରେ ଚିଲଟି ଶ୍ରୀମନ୍ଦିର ଉପରେ କିଛି ସମୟ ଚକ୍କର କାଟିବା ପରେ ବାନା ଉପରେ ବସିଥିଲା। ପ୍ରାୟ ୫ ମିନିଟ ଧରି ବସିବା ପରେ ଉଡ଼ିଯାଇଥିଲା।

ଶ୍ରୀମନ୍ଦିର ପତିତପାବନ ବାନା ବନ୍ଧା ଯାଇଥିବା କାଠି ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି। ଅପରାହ୍ନରେ ଚିଲଟି ଶ୍ରୀମନ୍ଦିର ଉପରେ କିଛି ସମୟ ଚକ୍କର କାଟିବା ପରେ ବାନା ଉପରେ ବସିଥିଲା। ପ୍ରାୟ ୫ ମିନିଟ ଧରି ବସିବା ପରେ ଉଡ଼ିଯାଇଥିଲା।

fshfshfsfh

ପୁରୀ: ଶ୍ରୀମନ୍ଦିର ପତିତପାବନ ବାନା ବନ୍ଧା ଯାଇଥିବା କାଠି ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି। ଅପରାହ୍ନରେ ଚିଲଟି ଶ୍ରୀମନ୍ଦିର ଉପରେ କିଛି ସମୟ ଚକ୍କର କାଟିବା ପରେ ବାନା ଉପରେ ବସିଥିଲା। ପ୍ରାୟ ୫ ମିନିଟ ଧରି ବସିବା ପରେ ଉଡ଼ିଯାଇଥିଲା। ପତିତପାବନ ବାନା ଉପରେ ଚିଲ ବସିବା ଅଶୁଭ ବୋଲି ବିଶେଷଜ୍ଞମାନ କହୁଛନ୍ତି। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। 

Shimlipal: ଶୁଖିଗଲାଣି ଶିମିଳିପାଳର ସୀତାକୁଣ୍ଡ! ୨୦୦ ମିଟର ପରେ ଉଭାନ୍‌, ଚିନ୍ତା‌ ପ୍ରକଟ କଲେ ପରିବେଶବିତ୍‌

ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ହୋଇଥାଏ। ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି ଅନେକ ମତ ଦେଇଛନ୍ତି। ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଏଭଳି ଚିଲ ପତିତପାବନ ବାନା ଉପରେ ବସିଥିବା ଦେଖିବାକୁ ମିଳିଛି।

Bluestone of Odisha: ଓଡ଼ିଶାର ନୀଳପଥର ଚାହିଦା ରାଜସ୍ଥାନରେ: ବିଦେଶକୁ ଯାଉଛି ସ୍ବତନ୍ତ୍ର ମୂର୍ତ୍ତି, କାଳିଆପାଣିରେ କିଲୋ ୧୫, ଖୋର୍ଦ୍ଧାରେ ୨୦୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe